ମହାପ୍ରଭୁଙ୍କ ପାଖରେ ଲାଗି ହେଲା ମକର ଚାଉଳ ଭୋଗ Ama Tv Jan 14, 2023 0 ପୁରୀ (ଆମ ଟିଭି): ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି । ସଂକ୍ରାନ୍ତି ଅବସରରେ ବଡଠାକୁରଙ୍କୁ ମକର ଚାଉଳ ଭୋଗ ଲାଗି…