ମଲ୍ଲିକାର୍ଜୁନ ଖଡଗେ ନା ଶଶୀ ଥରୁର: କିଏ ଧରିବେ କଂଗ୍ରେସର ମଙ୍ଗ, ଆଜି ନିଷ୍ପତ୍ତି Ama Tv Oct 19, 2022 0 ନୂଆଦିଲ୍ଲୀ (ଆମ ଟିଭି): କିଏ ହେବେ କଂଗ୍ରେସର ପରବର୍ତ୍ତି ସଭାପତି । ଏନେଇ ଭୋଟ୍ ସରିଥିବା ବେଳେ ଆଜି ପ୍ରକାଶ ପାଇବ ଫଳ । କଂଗ୍ରେସ ସଭାପତି ପଦ ପାଇଁ ଆଜି ଭୋଟ୍ ଗଣତି ହେବ । ମଲ୍ଲିକାର୍ଜୁନ…