ମାର୍ଚ୍ଚ ଆରମ୍ଭରୁ ଅସମ୍ଭାଳ ତାତି Ama Tv Feb 27, 2023 0 ଭୁବନେଶ୍ୱର (ଆମ ଟିଭି): ମାର୍ଚ୍ଚ ଆରମ୍ଭରୁ ଆଉ ନିସ୍ତାର ନାହିଁ । ବଢିବ ପ୍ରବଳ ତାତି । ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପ୍ରାୟ ୫…