ସଫଳ ହେବାକୁ ଯାଉଛି ଚନ୍ଦ୍ର ମିଶନ: ଆଜି ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ Ama Tv Aug 5, 2023 0 ନୂଆଦିଲ୍ଲୀ (ଆମ ଟିଭି): ଧିରେ ଧିରେ ସଫଳ ହେଉଛି ଭାରତର ଚନ୍ଦ୍ର ମିଶନ । ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି ଚନ୍ଦ୍ରଯାନ-୩ । ଏବେ ସୁଦ୍ଧା ମୋଟ୍ ଦୂରତାର ଦୁଇ ତୃତୀୟାଂଶ ପଥ ଅତିକ୍ରମ…