ନୀଳକନ୍ଦରକୁ ଫେରୁଛନ୍ତି ଚତୁର୍ଦ୍ଧାମୂରତୀ Ama Tv Jul 1, 2023 0 ପୁରୀ (ଆମ ଟିଭି): ଜନ୍ମବେଦୀକୁ ଯାଇଥିବା ଚତୁର୍ଦ୍ଧାମୂରତି ଆଜି ପୁଣି ରତ୍ନସିଂହାସନକୁ ଫେରିବେ । ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରୁଛନ୍ତି ।…