ବିଜେପି ମୁକ୍ତ ଭାରତର ନାରା ଦେଲେ କେସିଆର, ଉପସ୍ଥିତ ଥିଲେ ନୀତିଶ କୁମାର Rasmi Ranjan Aug 31, 2022 0 ପାଟନା(ଆମ ଟିଭି): ବିହାର ଗସ୍ତରେ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଆଜି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ସବୁବେଳେ କଂଗ୍ରେସ ମୁକ୍ତ ଭାରତ…