Browsing Tag

odisha news

ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ବୁଲୁଛନ୍ତି ବଡ଼ ବଡ଼ ମୂଷା ଓ ଅସରପା

ପୁରୀ (ଆମ ଟିଭି): ଶ୍ରୀମନ୍ଦିରରେ ମହାବିପଦ । ଶ୍ରୀଅଙ୍ଗକୁ ଏବେ ବିପଦ ସାଜିଛନ୍ତି ମୂଷା ଓ ଅସରପା । ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବୁଲୁଛନ୍ତି ବଡ଼ ବଡ ମୂଷା, ଅସରପା ।…

ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ର ଅଡିଓ ଲୋକାର୍ପଣ ଉତ୍ସବ

ଭୁବନେଶ୍ୱର(ଆମ ଟିଭି) : ବର୍ତ୍ତମାନ ସବୁକିଛି ଅନଲାଇନରେ ଉପଲବ୍ଧ । କୌଣସି ବି ଜିନିଷ ଅନଲାଇନରେ ମଗେଇଲା ପରେ କମ୍ପାନିରୁ ଗ୍ରାହକଙ୍କ ପାଖକୁ ପହଞ୍ଚାଇବା ପାଇଁ ଡେଲିଭରି ବୟ ହିଁ ଏକମାତ୍ର…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ୧୫ରୁ କଟିବ ଚାଲାଣ

ଭୁବନେଶ୍ୱର (ଆମ ଟିଭି): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ଆସିଲା ବଡ ଖବର । ଏଣିକି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ କଟିବ ଚାଲାଣ । ଏଚଏସଆରପି ନଥିଲେ ଜାନୁଆରୀ ୧୫ରୁ ଚାଲାଣ…

ସମ୍ପତ୍ତି ତାଲିକା ନ ଦେଲେ ବନ୍ଦ ହେବ ଦରମା: ଅଧିକାରୀଙ୍କୁ କୃଷି ବିଭାଗର ଚରମବାଣୀ

ଭୁବନେଶ୍ୱର (ଆମ ଟିଭି): ଆଉ ନିସ୍ତାର ନାହିଁ । ଏଣିକି ସମ୍ପତ୍ତି ତାଲିକା ନ ଦେଲେ ମିଳିବନି ଦରମା । ବିଭାଗୀୟ ଅଧିକାରୀଙ୍କୁ କୃଷି ବିଭାଗର ଚରମବାଣୀ । ଜାନୁଆରୀ ୩୧ ତାରିଖ ମଧ୍ୟରେ ସମ୍ପତି…

ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ବିନା ସୁଧରେ ମିଳିବ ୫ ଲକ୍ଷ ଟଙ୍କାର ଋଣ

ଭୁବନେଶ୍ୱର (ଆମ ଟିଭି): ସରକାରଙ୍କ ଫୋକସରେ ମିଶନ ଶକ୍ତି । ଏହାରି ଭିତରେ ଆହୁରି ସୁଦୃଢ ହେବ ମିଶନ ଶକ୍ତି । ବିନା ସୁଧରେ ୫ଲକ୍ଷ ଟଙ୍କାର ଋଣ । ରାଜ୍ୟର ପ୍ରଥମ ମହିଳା ମିଶନ ଶକ୍ତି ଭବନ…

ଅର୍ଚ୍ଚନା ନାଗ କେଳେଙ୍କାରି ମାମଲା: ଆଜି ପ୍ରଥମ ଚାର୍ଜସିଟ ଦାଖଲ କରିବ ଇଡି

ଭୁବନେଶ୍ଵର (ଆମ ଟିଭି): ଲେଡି ବ୍ଲାକ ମେଲର୍ ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜ ସିଟ ଦାଖଲ କରିବ ଇଡି। ୧୩ଶହ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ,…

ରାଉରକେଲା ହକି ଷ୍ଟାଡିୟମ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା (ଆମ ଟିଭି): ଓଡ଼ିଶାରେ କ୍ରୀଡ଼ା ବିକାଶର ଆରମ୍ଭ ହେବ ନୂଆ ଅଧ୍ୟାୟ । ଆଜି ଉଦଘାଟିତ ହେବ ବିଶ୍ବର ସବୁଠୁ ବଡ଼ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ।…

ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବ ଫାଇଭ୍ ଜି ସେବା । ଭୁବନେଶ୍ୱର, କଟକ ସମେତ ଅନ୍ୟ କେତେକ ସ୍ଥାନରେ ଏହି ସେବା ଆରମ୍ଭ ହେବାକୁ…

ନବୀନଙ୍କ ବଡ଼ ଘୋଷଣା: ଆହୁରି ବର୍ଷେ ମିଳିବ ମାଗଣା ଚାଉଳ

ଭୁବନେଶ୍ୱର (ଆମ ଟିଭି): କେନ୍ଦ୍ର ରାସ୍ତାରେ ରାଜ୍ୟ । ପୁଣି ଆଉ ବର୍ଷେ ବଢିଲା ମାଗଣା ଚାଉଳ । ରାଜ୍ୟର ହିତାଧିକାରୀଙ୍କୁ ମିଳିବ ୫ କିଲୋ ମାଗଣା ଚାଉଳ । ୫ କିଲୋ ମାଗଣା ଚାଉଳ ଦେବାକୁ…

ଜାନୁଆରୀ ୪ରୁ ୧୦ ଦିନ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା (ଆମ ଟିଭି): ୧୦ ଦିନ ବନ୍ଦ ରହିବ ଭିତରକନିକା । ଜାନୁଆରୀ ୪ରୁ ୧୪ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ…