ପ୍ରତି ଜିଲ୍ଲାରେ ୭୫ କିଲୋମିଟର ପଦଯାତ୍ରା କରିବ କଂଗ୍ରେସ: ଶରତ ପଟ୍ଟନାୟକ Ama Tv Jul 25, 2022 0 ଭୁବନେଶ୍ୱର (ଆମ ନ୍ୟୁଜ୍): ପୁଣି ଆକ୍ସନ ମୁଡରେ କଂଗ୍ରେସ । ପ୍ରତି ଜିଲ୍ଲାରେ ୭୫ କିଲୋମିଟର ପଦଯାତ୍ରା କରିବ କଂଗ୍ରେସ । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ…