ପାକିସ୍ତାନରେ ସାଙ୍ଘାତିକ ବନ୍ୟା ସ୍ଥିତି: ୧୧୦୦ ଲୋକଙ୍କ ଗଲାଣି ଜୀବନ Ama Tv Aug 31, 2022 0 ଇସଲାମାବାଦ (ଆମ ଟିଭି): ଆର୍ଥିକ ସଙ୍କଟ ସାଙ୍ଗକୁ ବନ୍ୟା । ପାକିସ୍ତାନର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ପାକିସ୍ତାନରେ ସୃଷ୍ଟି ହୋଇଛି ଜଳପ୍ରଳୟ। ଜୁନରୁ ଏ ପର୍ୟ୍ୟନ୍ତ ହଜାରେ…