ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡିଲା ଡ୍ରୋନ୍ Ama Tv Jul 3, 2023 0 ନୂଆଦିଲ୍ଲୀ (ଆମ ଟିଭି): ପୁଣି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍ । ସକାଳ ପ୍ରାୟ ୫ଟା ବେଳେ ସୁରକ୍ଷାରେ ମୁତୟନ ଥିବା ଏସପିଜି,…