ବିଦ୍ୟୁତ୍ କାଟକୁ ନେଇ ଗର୍ଜିଲା ବିଜେପି Ama Tv Jun 24, 2023 0 ଧର୍ମଶାଳା(ଆମ ଟିଭି): ରାଜ୍ୟରେ ବିଦ୍ୟୁତ୍ ବିତରକ କମ୍ପାନିର ମନମୁଖୀ କାର୍ୟ୍ୟକୁ ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ବିଜେପି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବିଜେପି…