ଦକ୍ଷିଣ ଆଫ୍ରିକାରୁ ଆସିବେ ଆଉ ୧୨ଟି ଚିତା Ama Tv Jan 4, 2023 0 ନୂଆଦିଲ୍ଲୀ (ଆମ ଟିଭି): ଭାରତରେ ବଢିବ ଚିତାଙ୍କ ସଂଖ୍ୟା । ନାମ୍ବିଆ ପରେ ପୁଣି ଦକ୍ଷିଣଆଫ୍ରିକାରୁ ଭାରତକୁ ଆସିବେ ୧୨ଟି ଚିତା । ଏନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ କଲ୍ୟାଣ ବିଭାଗ ପକ୍ଷରୁ…