ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି Rasmi Ranjan Jul 4, 2022 0 ଭୁବନେଶ୍ବର(ଆମ ଟିଭି): ସୋମବାର ବିଧାନସଭା ଅଧୀବେଶନ ଚାଲିଥିବା ବେଳେ ବିଧାନସଭା ପରିସରକୁ ଛାତ୍ର କଂଗ୍ରେସ ପଶିବାକୁ ଉଦ୍ୟମ କରିଛି। ଏହାକୁ ପ୍ରତିହତ କରିବା ପାଇଁ ପୋଲିସ-ଛାତ୍ର କଂଗ୍ରେସ…