ଧାମନଗର ଉପନିର୍ବାଚନରେ ବାଜିମାତ କଲା ବିଜେପି: ବିଧାୟକ ହେଲେ ସୁରଜ୍ ସୂର୍ଯ୍ୟବଂଶୀ Ama Tv Nov 6, 2022 0 ଧାମନଗର (ଆମ ଟିଭି): ଉପନିର୍ବାଚନ ଟ୍ରେଣ୍ଡ ଭଙ୍ଗିଲା ବିଜେପି। ଧାମନଗର ଉପନିର୍ବାଚନରେ ବାଜିମାତ କଲା ବିଜେପି। ଧାମନଗରବାସୀଙ୍କୁ ମିଳିଲେ ନୂଆ ବିଧାୟକ । ବିଜୟୀ ହେଲେ ଦିବଙ୍ଗତ ବିଧାୟକ…