‘ବିଜେଡି-ବିଜେପି ମଧ୍ୟରେ ଅଘୋଷିତ ମେଣ୍ଟ ଚାଲିଛି’; ସୁର ରାଉତରାୟ Rasmi Ranjan Aug 24, 2022 0 ଭୁବନେଶ୍ୱର ( ଆମ ଟିଭି ): ସୋମବାର କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଥିଲେ ଯେ, ନବୀନ ପଟ୍ଟନାୟକ ଏନ୍ଡିଏରେ ଥିବାବେଳେ…