Browsing Tag

update news

ମିଳିଲା ଶ୍ରୀମନ୍ଦିର ପ୍ରଶାସନର ହଜିଯାଇଥିବା ଫାଇଲ୍

ପୁରୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ଫାଇଲ୍ । ଶ୍ରୀମନ୍ଦିର ପ୍ରଶାସନର ହଜିଯାଇଥିବା ଫାଇଲ ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଆଇନ ବିଭାଗର ପ୍ରମୁଖ ସଚିବ । ଜେଟିଏର ଦୁଇଟି…

ପଞ୍ଚଭୂତରେ ଲୀନ ହେଲେ ସହିଦ୍ ଦେବାଶିଷ

ସତ୍ୟବାଦୀ (ଆମ ଟିଭି): ପୁଞ୍ଚରେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସତ୍ୟବାଦୀର ସହିଦ ଦେବାଶିଷ ବିଶ୍ୱାଳ ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି । ଜନ୍ମସ୍ଥାନ ଅଳଗୁମରେ ତାଙ୍କୁ ଅନ୍ତିମ ବିଦାୟ…

କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍ମର୍ମ ଅଭିଯୋଗ: ଅଭିଯୋଗ ପରେ ହୋଟେଲ ମ୍ୟାନେଜର ଗିରଫ

ଭୁବନେଶ୍ୱର (ଆମ ଟିଭି): କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍ମର୍ମ ଅଭିଯୋଗ । ମଧୁପାଟଣା ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ହୋଟେଲରେ ନିର୍ୟାତନାର ଶିକାର ହୋଇଥିବା ମଧୁପାଟଣା ଥାନାରେ ଏତଲା ।…

ବଢିଲାଣି କରୋନା: ୮ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ ପୁଣି କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଲାଣି । ସଂକ୍ରମଣ ବଢୁଥିବା ୮ ରାଜ୍ୟକୁ ଚିଠି ଲେଖି ସ୍ଥିତି ଉପରେ କଡା ନଜର ରଖିବାକୁ କେନ୍ଦ୍ର ସରକାର…

ସମ୍ବଲପୁରରେ ସନ୍ଧ୍ୟା ସୁଦ୍ଧା ମିଳିବ ଇଣ୍ଟରନେଟ୍

ସମ୍ବଲପୁର (ଆମ ଟିଭି): ସମ୍ବଲପୁରେ ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି । ଏହାରି ଭିତରେ ଯାହା ଖବର ମିଳିଛି, ସମ୍ବଲପୁରରେ ସନ୍ଧ୍ୟା ସୁଦ୍ଧା ମିଳିବ ମୋବାଇଲ ଇଣ୍ଟରନେଟ୍ । ସନ୍ଧ୍ୟା ୬ଟାରେ…

ହାଇକୋର୍ଟ ଯିବେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ସେସନ୍ସ କୋର୍ଟରୁ ମିଳିଲାନି ଆଶ୍ୱସ୍ତି । ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ…

ଜାମ୍ମୁ-କାଶ୍ମୀରରେ ସହିଦ ଯବାନ: ପରିବାରଙ୍କୁ ୧ କୋଟି ଲେଖାଏଁ ସହାୟତା ଘୋଷଣା କଲେ ପଞ୍ଜାବ ସରକାର

ନୂଆଦିଲ୍ଲୀ (ଆମ ଟିଭି): ଜାମ୍ମୁ-କାଶ୍ମୀରରେ ସହିଦଙ୍କ ପରିବାରକୁ ପଞ୍ଜାବ ସରକାରଙ୍କ ସହାୟତା । ସହିଦଙ୍କ ପ୍ରତି କେବଳ ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ସେମାନଙ୍କ ପରିବାରକୁ ସହାୟତାର ହାତ…

ସତ୍ୟପାଲ ମଲ୍ଲିକଙ୍କୁ ସମନ ପଠାଇଲା ସିବିଆଇ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ସତ୍ୟପାଲ ମଲ୍ଲିକଙ୍କ ପାଇଁ ବଢିଲା ଅଡ଼ୁଆ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପୁଲୱାମା ଆଟାକ ଉପରେ ଖୁଲାସା କରିଥିବା ଜମ୍ମୁ-କାଶ୍ମୀରର ପୂର୍ବତନ…

ବିବାଦରେ ହନି ସିଂ: ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ (ଆମ ଟିଭି): ବିବାଦରେ ପପୁଲାର ର୍ୟାପର ହନି ସିଂ । ସିଙ୍ଗରଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଅପହରଣ ଓ ମାରପିଟ୍ ଭଳି ସଙ୍ଗୀନ ମାମଲା । ଅଭିଯୋଗ ମୁତାବକ, ହନି ସିଂ ଓ ତାଙ୍କ ଟିମ୍…

ଏନସିପି ହାତ ଛାଡ଼ିବେ କି ଅଜିତ୍ ପାୱାର?

ମୁମ୍ବାଇ (ଆମ ଟିଭି): ଅଜିତ୍ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଏବେ ବେଶ୍ ଚର୍ଚ୍ଚା । ଏନସିପି ବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟରେ ସବୁକିଛି ଠିକ୍ ଠାକ ଚାଲିନାହିଁ ।…