Browsing Tag

update news

ବନ୍ଦେ ଭାରତ ଟ୍ରେନ ତିଆରି କରିବ ଟାଟା ଷ୍ଟିଲ

ନୂଆଦିଲ୍ଲୀ (ଆମ ଟିଭି): ବନ୍ଦେ ଭାରତ ଟ୍ରେନ ତିଆରି କରିବ ଟାଟା କମ୍ପାନୀ। ଗତ ୩ ବର୍ଷ ହେବ ଭାରତରେ ଚାଲିବା ଆରମ୍ଭ କରିଥିବା ‘ବନ୍ଦେ ଭାରତ ଟ୍ରେନ୍‌’କୁ ଏ ବର୍ଷ ଦେଶର ଅଗ୍ରଣୀ ଷ୍ଟିଲ୍‌…

୭ ଦିନିଆ ଇଡି ରିମାଣ୍ଡରେ ଗଲେ ମନୀଷ ସିଶୋଦିଆ

ନୂଆଦିଲ୍ଲୀ (ଆମ ଟିଭି): ଦିନ ଯେତିକି ଗଡୁଛି  ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ସେତେ ବଢିଚାଲିଛି । ତାଙ୍କ ଜାମିନ ଆବେଦନର ଶୁଣାଣିର ଗୋଟିଏ ଦିନ ପୂର୍ବରୁ…

ଇଡିର ଚଢ଼ାଉ କୁ ନେଇ ଏମିତି କହିଲେ ଲାଲୁଙ୍କ ଝିଅ

ପାଟଣା (ଆମ ଟିଭି): ଲାଲଙ୍କ ଝିଅ ଘରେ ଆଜି ଇଡି ଚଢ଼ାଉ କରିଥିଲା। ଏହାରି ଭିତରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରି ନିଜ ସମସ୍ୟା ଜାହିର…

ମୁମ୍ବାଇରେ ସୁଟିଂ ଚାଲୁଥିବା ବେଳେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ(ଆମ ଟିଭି): ଫିଲ୍ମ ସିଟିରେ ଭୟଂକର ଅଗ୍ନିକାଣ୍ଡ। ସୁଟିଂ ହେଉଥିବା ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍’ର  ସେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋରେଗାଓଁ ପୂର୍ବରେ ଥିବା…

ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ଆଜି ରାଉରକେଲା ଗସ୍ତରେ ଯାଇଥିଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସେ ସେଠାରେ ନବନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦ୍‌ଘାଟନ କରିଛନ୍ତି। ସନ୍ଧ୍ୟା…

ପୁରୀରେ ପୁଣି ଏକ ଅଗ୍ନିକାଣ୍ଡ

ପୁରୀ (ଆମ ଟିଭି): ପୁରୀ ରେ ଗତ ୨ଦିନ ହେବ ଅଗ୍ନିକାଣ୍ଡ ହୋଇଥିବା ବେଳେ ଏବେ ପୁଣି ଏକ ଅଗ୍ନିକାଣ୍ଡ ଘଟିଛି। ଏହା ପୁଣି ୪୮ ଘଣ୍ଟା ନପୁରୁଣୁ। ପୁରୀ ସହରବାସୀ ଲକ୍ଷ୍ମୀ ମାର୍କେଟ…

ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ (ଆମ ଟିଭି): ଗିରଫ ହେଲେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ । ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମୋହିଉଦ୍ଦିନ ୟାସିନଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। କରୋନା…

ନବ ଦାସ ହତ୍ୟାକାଣ୍ଡ ଘଟଣା: ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ ମହାପାତ୍ର

ଭୁବନେଶ୍ୱର (ଆମ ଟିଭି): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଆଜିକୁ ୪୦ ଦିନରୁ ଅଧିକ ବିତିଲାଣି କିନ୍ତୁ ଏହା ଭିତରେ ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା, ଏହି…

ରାମଚନ୍ଦ୍ର ପାଉଦେଲ ହେଲେ ନେପାଳର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ (ଆମ ଟିଭି): ନେପାଳ ପାଇଲା ନୂଆ ରାଷ୍ଟ୍ରପତି । ନେପାଳ କଂଗ୍ରେସର ନେତା ରାମଚନ୍ଦ୍ର ପାଉଦେଲଙ୍କୁ ନେପାଳର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି । ରାଷ୍ଟ୍ରପତି ନିର୍ବାଚନରେ…

ଜୀ-ସାର୍ଥକ ର ନୂଆ ଚଳଚ୍ଚିତ୍ର “ବାହାଘର ଡଟ୍ କମ୍ ” ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର (ଆମ ଟିଭି): ଜୀ-ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର "ବାହାଘର ଡଟ୍ କମ୍" ର ଅଡିଓ ଲୋକାର୍ପଣ ଉତ୍ସବ ଭୁବନେଶ୍ବରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜୀ-ସାର୍ଥକ…