ଭାରସାମ୍ୟ ହରାଇ ଘାଟିରୁ ଖସିଲା ଯାତ୍ରୀବାହି ବସ୍: ୧୦ ମୃତ, ୧୩ ଆହତ

0

ନୂଆଦିଲ୍ଲୀ (ଆମ ଟିଭି); ଉତ୍ତରାଖଣ୍ଡରେ ଘାଟିରୁ ଖସିଲା ଯାତ୍ରୀବାହୀ ଗାଡି । ଦୁର୍ଘଟଣାରେ ୧୦ ଜଣ ତୀର୍ଥ ଯାତ୍ରୀ ମୃତ୍ୟୁବରଣ କରିଥିବା ସୂଚନା । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଗାଡିରେ ୨୩ ଜଣ ଯାତ୍ରୀ ଥିଲେ ।

ରିଷିକେଶ-ବଦ୍ରିନାଥ ହାଇୱେ ଘାଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଏସଡିଆରଏଫ ଓ ସ୍ଥାନୀୟ ପୁଲିସ ପହଂଚି ଉଦ୍ଧାର କାର୍ଯ୍ୟ କରୁଥିବା ସୂଚନା ।

Leave A Reply

Your email address will not be published.