କିଙ୍ଗସ ଆଣ୍ଡ କୁଇନ ରୟାଲ ଉନିସେକ୍ସ ସେଲୁନ ଉଦଘାଟିତ 

0

ଭୁବନେଶ୍ୱର ,୧୪/୬/୨୪:ପାତ୍ରପଡା ନିକଟସ୍ଥ ଐମ୍ସ ନଗର ରୋଡ ରେ କିଙ୍ଗସ ଆଣ୍ଡ କୁଇନ ରୟାଲ ଉନିସେକ୍ସ ସେଲୁନ୍ ଉଦଘାଟିତ ହୋଇଛି।ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ସମାଜ ସେବୀ ସାୟାଦ ୟାସିର ନୱାଜ , ସିନେପ୍ରଯୋଜକ ପ୍ରଣୟ ଜେଠୀ ଉତ୍କଳ ଫିଲ୍ମ ପ୍ରଡକ୍ସନ ସଭାପତି ଯୁଗଳ ଦେବତା ,ଉତ୍କଳ ସିନେ ଚାମ୍ବରସ ଅଫ କମେର୍ସ ର୍ ସେକ୍ରେଟେରୀ ଜୁବୁଲି ସୁନ୍ଦର ରାୟ ,ଫିଲ୍ମ ପ୍ରଡୁସର ସଂଘର ଉପସଭାପତି ଅଜୟ ରାଉତରାୟ ,ଉତ୍କଳ ସିନେ ଚାମ୍ବର ଅଫ କମର୍ସର କୋଷାଧ୍ୟକ୍ଷ ଶ୍ରୀଧର ମାର୍ଥା ଓ ସେଲୁନ ର ପ୍ରତିଷ୍ଠାତା ସଚିକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରତିଷ୍ଠାତା ଶ୍ରୀ ଜେନା କହିଛନ୍ତି ଯେ ,ଭୁବନେଶ୍ୱର ରେ ଏହା ଆମର ଦ୍ୱିତୀୟ ସେଲୁନ୍ ।ସହିଦନଗର ରେ ଥିବା ପ୍ରଥମ ସେଲୁନ ରେ ଯେଉଁ ଭଳି ଆମେ ଗ୍ରାହକ ମାନକୁ ସୁଲଭ ମୂଲ୍ୟରେ ସୁବିଧା ସୁଯୋଗ ଯୋଗାଇ ଦେଉଛୁ ଏଠାରେ ମଧ୍ୟ ସେହି ସୁବିଧା ଯୋଗାଇ ବାକୁ ଚେଷ୍ଟା କରିବୁ ବୋଲି ପ୍ରତିଷ୍ଠାତା ସଚ୍ଚିକାନ୍ତ ଜେନା କହିଥିଲେ।

Leave A Reply

Your email address will not be published.