ବଢ଼ିଲା ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା

0

ଭୁବନେଶ୍ୱର (ଆମ ଟିଭି): ସରପଞ୍ଚଙ୍କ ପରେ ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା ବଢ଼ାଇଛନ୍ତି ଓଡିଶା ସରକାର। ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ଏହି ବର୍ଦ୍ଧିତ ଦରମା ଲାଗୁ ହେବ।

ପୂର୍ବରୁ ୭୫୦୦ ଟଙ୍କା ପାଉଥିଲା ବେଳେ ଏଣିକି ୯୫୦୦ ଟଙ୍କା ପାଇବେ ସମିତି ସଭ୍ୟ । କେବଳ ସରପଞ୍ଚଙ୍କ ଦରମା ବଢିବା ପରେ ଶୁକ୍ରବାର ଭୁବନେଶ୍ୱରରେ ବିଶାଳ ରାଲି କରିଥିଲେ ସମିତି ସଭ୍ୟ।

Leave A Reply

Your email address will not be published.