ଦନ୍ତା ହାତୀ ଆକ୍ରମଣରେ ୨ଜଣ ଶ୍ରମିକ ମୃତ

0

ବରଗଡ଼ (ଆମ ଟିଭି ): ବରଗଡ଼ରେ ପୁଣି ହାତୀ ଉପଦ୍ରବ ।ବରଗଡ଼ ଭେଡେନ ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ୨ଶ୍ରମିକ ମୃତ । ସକାଳୁ ଶ୍ରମିକ ମାନେ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ । ମୃତକ ମାନେ ଗାଇସିଲେଟ ବ୍ଲକ କଉଠମାଳର ହୋଇଥିବା ଜଣାପଡିଛି ।

ସମ୍ବଲପୁରରୁ ୪ଟିକିଆ ହାତୀପଲ ବରଗଡ଼ ଭେଡେନ ଅଞ୍ଚଳକୁ ଆସି ବ୍ୟାପକ ଫସଲ ନଷ୍ଟ କରିବା ସହ ଉପଦ୍ରବ ମଚାଇଛନ୍ତି । ହାତୀ ଆତଙ୍କରେ ଭୟଭୀତ ସ୍ଥାନୀୟ ଅଂଚଳବାସୀ ।

Leave A Reply

Your email address will not be published.