ଦୀପାଳି ଦାସ ବିଜେଡି ପ୍ରାର୍ଥୀ

0

ଝାରସୁଗୁଡ଼ା(ଆମ ଟିଭି): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କଲା ଦଲ । ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡ଼ାରେ ହେବାକୁ ଯାଉଛି ଉପନିର୍ବାଚନ ।

ଏପ୍ରିଲ ୧୦ରେ ଝାରସୁଗୁଡ଼ାରେ ହେବାକୁ ଯାଉଛି ଉପନିର୍ବାଚନ । ୧୩ରେ ପ୍ରକାଶ ପାଇବ ଫଳ । ତେବେ ବିଜେଡି ପ୍ରଥମେ ତାର ପ୍ରାର୍ଥୀ ଘୋଷଣା କରିଛି ।

Leave A Reply

Your email address will not be published.