କୋରାପୁଟ (ଆମ ଟିଭି): ବସ ମାଲିକଙ୍କୁ ଆସିଲା ମୋଟର ସାଇକେଲର ଚାଲାଣ । କୋରାପୁଟ ଜିଲ୍ଲା ବୋରିଗମୁା ଜଗା କାଳିଆ ନାମକ ବସ ମାଲିକଙ୍କୁ ମାଲକାନଗିରି ପୁଲିସ ପକ୍ଷରୁ ପଠାଯାଇଛି ଚାଲଣ ।
ପୋଲିସ ପକ୍ଷରୁ ବାଇକର ଫଟୋ ଉଠାଇ ବସ ମାଲିକଙ୍କୁ ୫୦୦ ଟଙ୍କା ଜରିମାନା ପୈଠ କରିବାକୁ ଅନଲାଇନ ଚାଲାଣ ପଠାଯାଇଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୋରିଗୁମା ଅଞ୍ଚଳର ବସ ମାଲିକ ସୁନୀଲ କୁମାର ପାଢୀ ।