NationalPolitics ଦିଲ୍ଲୀରେ ୪ ଦିନ ମିଳିବନି ମଦ By Ama Tv On Jul 26, 2023 0 Share ନୂଆଦିଲ୍ଲୀ (ଆମ ଟିଭି): କେଜ୍ରିୱାଲ ସରକାର ଦିଲ୍ଲୀରେ ଏକ ବଡ଼ ଘୋଷଣା କରିଛନ୍ତି । କେଜ୍ରିୱାଲ ସରକାର ଦିଲ୍ଲୀରେ ୪ ଦିନ ଡ୍ରାଇ ଡେ’ ଘୋଷଣା କରିଛନ୍ତି। ଜନମାଷ୍ଟମୀ, ମହରମ, ସ୍ୱାଧୀନତା ଦିବସ ଏବଂ ଇଦ୍ ଡ୍ରାଇ ଡେ’ ହେବ, ଅର୍ଥାତ୍ ଏହି ଦିନ ମଦ ଦୋକାନ ବନ୍ଦ ରହିବ । delhiupdate news 0 Share FacebookTwitterWhatsApp