ଦିଲ୍ଲୀରେ ଜରୁରୀ ଅବତରଣ କଲା ଶ୍ରୀଲଙ୍କା ବିମାନ

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଜରୁରୀ ଅବତରଣ କଲା ଶ୍ରୀଲଙ୍କା ବିମାନ । କଲମ୍ବୋରୁ ଆସୁଥିବା ଶ୍ରୀଲଙ୍କା ଏୟାରଲାଇନ୍ସର ଏକ ବିମାନ ହାଇଡ୍ରୋଲିକ ସମସ୍ୟା ହେତୁ ବୁଧବାର ସାରେ ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା।

ବିମାନରେ ୧୪୦ରୁ ଅଧିକ ଲୋକ ଥିଲେ। ବିମାନଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ବିମାନ ବନ୍ଦରରେ ସନ୍ଧ୍ୟା ପ୍ରାୟ ୫ଟାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।

Leave A Reply

Your email address will not be published.