ପଡିଗଲେ ନୀତିଶ କୁମାର, ଭାଇରାଲ ଭିଡିଓ

0

ପାଟନା: ବିହାର ସିଏମ ନୀତୀଶ କୁମାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପାଦ ଖସିଯିବା କାରଣରୁ ସେ ପଡ଼ିଯାଇଛନ୍ତି । ବାସ୍ତବରେ ସିଏମ୍‌ ନୀତୀଶ କୁମାର ଶିକ୍ଷକ ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାଟନା ବିଶ୍ୱବିଦ୍ୟାଳୟ ଯାଇଥିଲେ । ଏଠାରେ କାର୍ଯ୍ୟକ୍ରମର ଉଦଘାଟନ ସମୟରେ ସେ ପଡ଼ିଯାଇଥିଲେ । ସିଏମ୍‌ ହଠାତ୍‌ ପଡିଯିବା ହେତୁ ଘଟଣାସ୍ଥଳରେ ବିଶୃଙ୍ଖଳା ଦେଖାଦେଇଥିଲା ଏବଂ ସୁରକ୍ଷା କର୍ମୀମାନେ ଶୀଘ୍ର ତାଙ୍କୁ ଉଠାଇ ନେଇଥିଲେ ।

Leave A Reply

Your email address will not be published.