ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି

0

ଭୁବନେଶ୍ବର(ଆମ ଟିଭି): ସୋମବାର ବିଧାନସଭା ଅଧୀବେଶନ ଚାଲିଥିବା ବେଳେ ବିଧାନସଭା ପରିସରକୁ ଛାତ୍ର କଂଗ୍ରେସ ପଶିବାକୁ ଉଦ୍ୟମ କରିଛି। ଏହାକୁ ପ୍ରତିହତ କରିବା ପାଇଁ ପୋଲିସ-ଛାତ୍ର କଂଗ୍ରେସ କର୍ମୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

ସୂଚନା ଯୋଗ୍ୟ, ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଛାତ୍ର କଂଗ୍ରେସ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲା। ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ଅଟକାଇବାକୁ ଯାଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ତେବେ ପୋଲିସ କିଛି କର୍ମୀଙ୍କୁ ଅଟକ ର ଖି ଥିବା ସୂଚନା ମିଳିଛି। କ୍ବ

Leave A Reply

Your email address will not be published.