ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ
ନୂଆଦିଲ୍ଲୀ (ଆମ ଟିଭି): ଏସିଆନ ଗେମ୍ସରେ ଭାରତର ଜଲୱା ଦେଖିବାକୁ ମିଳୁଛି । ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ପୁରୁଷ ୫୦ ମିଟର ରାଇଫଲ ଟିମ୍ ଇଭେଣ୍ଟରେ ଜିତିଲେ ସୁନା । ସ୍ୱପ୍ନିଲ, ଐରର୍ୟ୍ୟ ଏବଂ ଅଖିଲଙ୍କୁ ଏହି ସଫଳତା ହାସଲ କରିଛନ୍ତି ।
ମହିଳା ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରୌପ୍ୟ ପଦକ ମିଳିଛି । ଭାରତ ଏ ପର୍ୟ୍ୟନ୍ତ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ପାଇଛି ।