ମାନବଧିକାର କର୍ମୀ ନର୍ଗେସ ମହମ୍ମଦିଙ୍କୁ ନୋବେଲ

0

ନୂଆଦିଲ୍ଲୀ,: ୨୦୨୩ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇସାରିଛି। ଇରାନର ୫୧ ବର୍ଷୀୟା ମାନବଧିକାର କର୍ମୀ ନର୍ଗେସ ମହମ୍ମଦିଙ୍କୁ ମିଳିଛି ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର। ତାଙ୍କୁ ଏହି ପୁରସ୍କାର ଇରାନରେ ମହିଳାଙ୍କ ଉତ୍ପୀଡନକୁ ବିରୋଧ କରିବା ସହ ସାରାବିଶ୍ବରେ ମାନାବାଧିକାର ସୁରକ୍ଷା ଓ ସ୍ବାଧୀନତା କାର୍ଯ୍ୟ ପାଇଁ ଏହି ପୁରସ୍କାର ଦିଆଯାଇଛି। ସେ୧୩ ଥର ଗିରଫ ହୋଇଥିବା ବେଳେ ଏବେ ବି ଜେଲ୍‌ରେ ଅଛନ୍ତି।

Leave A Reply

Your email address will not be published.