ସଞ୍ଜୟଙ୍କ ଉପରେ ବର୍ଷିଲେ କୋର୍ଟ

0

ଆମ୍‌ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କ ଉପରେ ବର୍ଷିଲେ କୋର୍ଟ। ଆଦାନୀଙ୍କ କଥା ଉଠାଇବାରୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଆପ୍‌ର ଏହି ରାଜ୍ୟସଭା ସାଂସଦଙ୍କୁ ତାଗିଦ କରିଛନ୍ତି।

ପ୍ରକୃତରେ ମନି ଲଣ୍ଡରିଂ ଅଭିଯୋଗରେ ଗତ ୪ ତାରିଖରେ ଇଡି ସଂଜୟ ସିଂହଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟରେ ହାଜର ହେବା ପରେ ଏହି ସାଂସଦ ଜଣକ ଇଡି ଠାରୁ ଆରମ୍ଭ କରି ଆଦାନୀ ଯାଏଁ ଅଭିଯୋଗ କରିବା ସହ ପ୍ରଶ୍ନ ଉଠାଇଥିଲେ।

Leave A Reply

Your email address will not be published.