ଋଷିଆର ବେଲଗୋରୋଡ ସହରରେ ୟୁକ୍ରେନର ଏୟାରଷ୍ଟ୍ରାଇକ

0

ନୂଆଦିଲ୍ଲୀ: ଋଷ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଲାଗି ରହିଛି ।ଋଷିଆର ବେଲଗୋରୋଡ ସହରରେ ୟୁକ୍ରେନର ଏୟାରଷ୍ଟ୍ରାଇକ କରାଯାଇଥିବା ସୂଚନା ମିଳିଛି। ୟୁକ୍ରେନର ଆକ୍ରମଣରେ ୨ ଶିଶୁ ସମେତ ୧୯ ଋଷିୟ ନାଗରିକଙ୍କ ମୃତ୍ୟୁ ହୋଇଛି।

ଋଷିଆର ଘନ ଘନ ଏୟାରଷ୍ଟ୍ରାଇକ ପରେ ୟୁକ୍ରେନର ପ୍ରତିଆକ୍ରମଣ କରିଥିବା ଜଣାପଡ଼ିଛି। ବେଲଗୋରୋଡ ସହରରେ ୟୁକ୍ରେନ ଆକ୍ରମଣରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ଋଷ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.