ଧ୍ୟାନରେ ବସିଛନ୍ତି ମୋଦି, ଖାଉଛନ୍ତି ଏହି ସବୁ ଖାଦ୍ୟ, ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ଡାଏଟ୍‌ ପ୍ଲାନ୍‌

0

ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କନ୍ୟାକୁମାରୀରେ ଧ୍ୟାନ କରୁଛନ୍ତି। କୁହାଯାଉଛି ଯେ ପିଏମ ମୋଦି ଧ୍ୟାନ କକ୍ଷରେ ମୌନ ଅଛନ୍ତି। ସା ୬.୪୫ରୁ ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିଛନ୍ତି। ଏହି ଅବଧି ମଧ୍ୟରେ ପିଏମ ମୋଦି କାହା ସହ କଥା ହେବେ ନାହିଁ।

ସୂଚନା ଅନୁଯାୟୀ, ୪୮ ଘଣ୍ଟାର କଠୋର ଧ୍ୟାନ ସମୟରେ ପିଏମ ମୋଦି ଖାଦ୍ୟ ଗ୍ରହଣ କରିବେ ନାହିଁ । କିମ୍ବା ସେ କାହା ସହିତ କଥାବାର୍ତ୍ତା କରିବେ ନାହିଁ । କଠୋର ଧ୍ୟାନ ସମୟରେ ପ୍ରଧାନମନ୍ତ୍ରୀ ଆବଶ୍ୟକ ହେଲେ କେବଳ ଲେମ୍ବୁ ପାଣି ଖାଇବେ। ଶରୀରକୁ ହାଇଡ୍ରେଟ ରଖିବା ପାଇଁ ସେ ନଡିଆ ପାଣି ଏବଂ ଅଙ୍ଗୁର ରସ ମଧ୍ୟ ପିଇବେ।

Leave A Reply

Your email address will not be published.