କନ୍ୟାକୁମାରୀରେ ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଧ୍ୟାନ.ମଧ୍ୟାହ୍ନ ସାଢେ ୧ରେ ଶେଷ ହୋଇଛି ଧ୍ୟାନ

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ହେଉଛି ସାରା ଦେଶରେ ସପ୍ତମ ପଯ୍ୟାୟ ଭୋଟ । ଶେଷ ଭୋଟ ପୂର୍ବେ ଧ୍ୟାନମୁଦ୍ରାରେ କନ୍ୟାକୁମାରୀରେ ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ତାମିଲନାଡୁ କନ୍ୟାକୁମାର ପ୍ରସିଦ୍ଧ ବିବେକାନନ୍ଦ ରକ ରେ ଧ୍ୟାନ ମଣ୍ଡପରେ ଧ୍ୟାନରେ ବସିଥିଲେ ମୋଦି ସୂର୍ୟ୍ୟ ପୂଜା ପରେ ଆଜି ଧ୍ୟାନରୁ ଉଠିଛନ୍ତି ମୋଦି ସ୍ୱାମୀ ବିବେକାନନ୍ଦଙ୍କ ପୁଜା ମଧ୍ୟ କରିଥିଲେ । ଆଜି ଦ୍ୱିତୀୟ ଦିନରେ ଧ୍ୟାନ ସମ୍ଫନ୍ନ ହେବା ପରେ ସେ ଉଠିଥିଲେ ।

Leave A Reply

Your email address will not be published.