ଏକାଥରେ ୨୯ ଜଣ ଓଏଏସ ଅଫିସରଙ୍କ ହେଲା ପଦନ୍ନୋତି, ଜାଣନ୍ତୁ ସେମାନଙ୍କର ନାମ ଓ ପଦବୀ

0

ଭୁବନେଶ୍ବର (ଆମ ଟିଭି): ଆଜି ରାଜ୍ୟ ସରକାର ଏକାଥରେ ୨୯ ଜଣ ବରିଷ୍ଠ ଓଏଏସଙ୍କୁ ପଦନ୍ନୋତି କରିଛନ୍ତି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ହୋଇଛି। ସେମାନେ ପୂର୍ବରୁ ସୁପରିୟର ଆଡମିନିଷ୍ଟ୍ରେଟିଭ ଗ୍ରେଡରେ କାମ କରୁଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ଉନ୍ନତି କରାଯାଇଛି। ସେମାନେ ହେଲେ

ତେବେ ଏହି ଅଧିକାରୀଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ନିଜ ବିଭାଗରେ ରହି ପଦନ୍ନୋତି ପାଇଛନ୍ତି। ତେବେ ମାତ୍ର ଜଣଙ୍କୁ ପଦନ୍ନୋତି ପରେ ଅନ୍ୟ ବିଭାଗକୁ ବଦଳି କରାଯାଇଛି।

Leave A Reply

Your email address will not be published.