ଦୀପାବଳିରେ ଆସିବ ରୁଦ୍ରାଣୀ

0

ଭୁବନେଶ୍ୱର (ଆମ ଟିଭି): ଦୀପାବଳିରେ ପ୍ରେକ୍ଷାଳୟକୁ ଆସିବ ‘ରୁଦ୍ରାଣୀ’ । ଯାହାକୁ ନେଇ ଦର୍ଶକ ମନ୍ଦିରରେ ଏକ୍ସାଇଟମେଣ୍ଟ ଖୁବ୍ ବଢ଼ିଯାଇଛି । ଝିଲିକ ମୋସନ୍ ପିକ୍ସର୍ସ ବ୍ୟାନରରେ ନିର୍ମିତ ଏହି ସିନେମାରେ ପ୍ରଯୋଜିକା ସନ୍ଦ ମୁଖ୍ୟ ନାୟିକା ହାତରେ ପଘା’ ସିନେମା କରି ସାରିଛନ୍ତି, ଯାହା ଥିଲା ସୁପର ହିଟ୍ । ସିନେମାରେ ସଂଳାପ ଲେଖୁଛନ୍ତି ତ ରଜନୀ ରଞ୍ଜନ ଓ କ୍ୟାମେରା ପରିଚାଳନା କରିଛନ୍ତି ଈଶ୍ବର ବାରିକ । ପ୍ରେମାନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କ୍ରିଏଟିଭ କେତ ରହିଛନ୍ତି ପ୍ରଣୟ କେଠୀ । ଚଳଚ୍ଚିତ୍ରର କାର୍ୟ୍ୟକାରୀ ଭାବେ ଝିଲିକ ସିନେମାରେ ଆସୁବା ବେଳେ ଏହା ତାଙ୍କ ଜୀବନର ଶ୍ରେଷ୍ଠ ଅଭିନୟ ବୋଲି ସେ କହିଛନ୍ତି ।

ସମ୍ପୂର୍ଣ ଭିନ୍ନ ସ୍ବାଦର ‘ରୁଦ୍ରାଣୀ’ରେ ମିଛର ଉହାଡ ଭିତରେ କେମିତି ସତ୍ୟ ଲୁଚିଯାଏ ଓ ସତ୍ୟର ସନ୍ଧାନ କରିବା କେତେ କଷ୍ଟକର ତାହା ଚିତ୍ରଣ ହୋଇଛି । ମୌଳିକ ଓଡ଼ିଆ କାହାଣୀ ସହ ନାରୀଶକ୍ତିକୁ ଗୃହବ ମିଳିଛି ସିନେମାରେ । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ ମୁରଲୀ କ୍ରିଷ୍ଣା ମୂରଲୀଙ୍କ ସହ ଝିଲିଜ ପୂର୍ବରୁ ‘ଜଗା ପ୍ରଯୋଜକ ଭାବେ ଦାୟିତ ପ୍ରମୁଖ ଅଭିନୟ କରିଛନ୍ତି । ତୁଲାଇଛନ୍ତି ଅରୁଣ ସ୍ବାଇଁ ଓ ଋତୁରାଜ ଖଟୁଆ ଫିଲ୍ମଟିରେ ଅନ୍ୟମାନଙ୍କ ମଧ୍ୟରେ ଶୁଭାଶିଷ ଶର୍ମା (ମଣ୍ଟୁ), ଲୋହିତାକ୍ଷ ପଟ୍ଟନାୟକ, ନବାଗତା ମୁସ୍କାନ, ବାପି ବାବୁ, କବି ମିଶ୍ର, ପିଣ୍ଟୁ ନନ୍ଦ, ମିଳି ମିଶ୍ର, ଜୀବନ ପଣ୍ଡା, ଇଲୁ ଦାନାର୍ଜୀ, ଝିଲୁ, ପ୍ରତିଭା ପଣ୍ଡା, ଶୁଭଙ୍କରା, ଅନୁରାଧା, ଗୁହ ଅମର ସରୋଜ, ଧରିତ୍ରୀ।

Leave A Reply

Your email address will not be published.