ଓଡ଼ିଆ ସାମ୍ବାଦିକ ଦିବସରେ ସାମ୍ବାଦିକ ଙ୍କୁ ରୋଟାରୀ କ୍ଲବ ତରଫରୁ ସମ୍ମାନ ଓ ପୁରସ୍କାର ପ୍ରଦାନ
ଭୁବନେଶ୍ୱର ୮/୮ ଆଜି ଭୁବନେଶ୍ୱରସ୍ଥିତ ବେଞ୍ଚମାର୍କ ଅନୁଷ୍ଠାନ ପରିସରରେ ରୋଟାରୀ କ୍ଳବ୍ ଭୁବନେଶ୍ବର କ୍ୟାପିଟାଲ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ଓ ସମ୍ବାଦ ପରିବେଷଣ ରେ ନୂତନତ୍ବ ଆଣି ରାଜ୍ୟ ରେ ସୁନାମ ଅର୍ଜନ କରିଥିବା ସାମ୍ବାଦିକ ଅଜିତ ଦାସ, ବଳରାମ ମହାନ୍ତି, ମାୟାଧର ପ୍ରଧାନ, ପ୍ରଣୟ
ଜେଠୀ, ଶକ୍ତିଧର ରାଜଗୁରୁ, ଅର୍ଚ୍ଚନା ତ୍ରିପାଠୀ,ସୁନିଲ୍ ଲେଙ୍କା, ପ୍ରିୟ ରଂଜନ ମହାନ୍ତି, ସୁଶାନ୍ତ ସାହୁ ପ୍ରମୁଖ ଙ୍କୁ ରୋଟାରୀ କ୍ଲବ ତରଫରୁ ସମ୍ମାନୀତ କରାଯାଇଥିଲା।
ଏହି ଅବସରରେ ରୋଟାରୀଆନ୍ ପ୍ରସନ୍ନ ଚୈ।ଧୁରୀ,ଦୀପକ ବିଶ୍ବାଳ,ମହେଶ ଜି ରଜନୀ,ଗଦାଧର ଦାସ, ସୁଶାନ୍ତ ସ୍ବାଇଁ, ଘନଶ୍ୟାମ ବେହୁରା, ବିମ୍ବାଧର ବେହେରା, ସୂର୍ଯ୍ୟ ନାରାୟଣ ପାତ୍ର, ସୁଦର୍ଶନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ରୋଟାରୀଆନ୍ ପ୍ରସନ୍ନ ଚୈ।ଧୁରୀ ଙ୍କୁ ଓଡ଼ିଶାର ଶିକ୍ଷାର ଉନ୍ନତି ପାଇଁ ତାଙ୍କର ଉଦ୍ୟମ କୁ ପ୍ରଶଂସା କରିବା ସହ ରୋଟାରୀ କ୍ଲବ ତରଫରୁ ସମ୍ମାନୀତ କରାଯାଇଥିଲା।
।