ଚନ୍ଦ୍ରରେ ଫ୍ଲାଟ୍ ନିର୍ମାଣ କରିବେ ଆଦାନୀ: ଟିଏମସି ନେତ୍ରୀ ମହୁଆ ମୋଇତ୍ର

0

ନୂଆଦିଲ୍ଲୀ(ଆମ ଟିଭି): ପୁଣି ବିଜେପିକୁ ଟାର୍ଗେଟ କଲେ ଟିଏମସି ନେତ୍ରୀ । ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ (ଆଇଏସଆରଓ) ଚନ୍ଦ୍ର ମିଶନ ଚନ୍ଦ୍ରାୟନ-୩ ବିଷୟରେ ଉଲ୍ଲେଖ କରି ଟିଏମସି ନେତ୍ରୀ ମହୁଆ ମୋଇତ୍ର ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ୨୦୨୪ ନିର୍ବାଚନରେ ଇସ୍ରୋର ମିଶନ ବ୍ୟବହାର କରିବ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରର କିଛି ଅଂଶକୁ ତିରଙ୍ଗା ଏବଂ ଶିବ ଶକ୍ତି ବୋଲି କହିଛନ୍ତି। ବର୍ତ୍ତମାନ ଆଦାନୀଙ୍କୁ ଏକ ସ୍ବତନ୍ତ୍ର ଚୁକ୍ତିନାମା ଦେଇ ଚନ୍ଦ୍ରରେ ଫ୍ଲାଟ ନିର୍ମାଣ ହେବ ଏବଂ ମୁସଲମାନମାନଙ୍କ ପାଇଁ ସେଠାରେ ପ୍ରବେଶ ନିଷେଧ ରହିବ। ସେଠାରେ କେବଳ ଶାକାହାରୀ ଲୋକଙ୍କୁ ରହିବା ସ୍ଥାନ ଦିଆଯିବ।

Leave A Reply

Your email address will not be published.