ଏବେ ପତ୍ନୀଙ୍କୁ ସାକ୍ଷାତ କରିବେ ମନୀଷ ସିସୋଦିଆ

ଜେଲରୁ ଆସିବେ ମନୀଷ ସିସୋଦିଆ। ପତ୍ନୀ ଅସୁସ୍ଥ ଥିବାରୁ ତାଙ୍କୁ ଭେଟିବାକୁ ଜେଲରୁ ଆସିବେ ଆପ୍ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସର୍ତ୍ତ ରଖି ସିସୋଦିଆଙ୍କୁ ଛଅ…

ନନ୍ଦନକାନନରେ ବିନି ସିଂହୀର ମୃତ୍ୟୁ

ବାରଙ୍ଗ: ଗୁରୁବାର ସନ୍ଧ୍ୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ଆଫ୍ରିକୀୟ ସିଂହୁଣୀ ‘ବିନି’ ଆଖି ବୁଜିଦେଇଛି। ତାକୁ ୧୭ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ତା’ର…

ବାଣ ଫୁଟାଇବାକୁ ନେଇ ଗାଇଡଲାଇନ ଜାରି କଲା ଅଗ୍ନିସମ ବାହିନୀ

ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିର୍ଦ୍ଦେଶନାମା ଜାରି କରିଛି ଅଗ୍ନିଶମ ବାହିନୀ। ନିର୍ଦ୍ଦେଶନାମା ଅନୁସାରେ, ଛୋଟଛୁଆମାନେ ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାନ୍ତୁ ।ଗୋଟିଏ ଦିନ ପରେ…

ସିବିଆଇକୁ ନେଇ ସୁପ୍ରିମକୋର୍ଟରେ ଏମିତି ଉତ୍ତର ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି। ସିବିଆଇ ଏକ ସ୍ବାଧୀନ ଆଇନଗତ ଅନୁଷ୍ଠାନ ଏବଂ ଏହା ଉପରେ ଆମର…

ଓଡିଶା ଆସିବେ ରାଷ୍ଟ୍ରପତି

ପାରାଦୀପ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୭ରେ ପାରାଦୀପ ଗସ୍ତରେ ଆସିବେ। ଏ ନେଇ ସରକାରୀ ଭାବେ ରାଷ୍ଟ୍ରପତି ଭବନର ସଚିବ ସମ୍ପଦ ମେହେଟ୍ଟା ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି…

ସାଉଦି ଆରବ ରେ ତ୍ରି-ଦିବସୀୟ “ପ୍ରବାସୀ ପରିଚୟ” ସମାରୋହ*

ଭୁବନେଶ୍ୱର :ସାଉଦି ଆରବ, ରିୟାଦ୍ ସ୍ଥିତ ଭାରତୀୟ ଦୂତାବାସରେ ତ୍ରି-ଦିବସୀୟ "ପ୍ରବାସୀ ପରିଚୟ" କାର୍ଯ୍ୟକ୍ରମ ମହାଆଡମ୍ବରରେ ପାଳିତ ହୋଇଯାଇଛି। ସମୁଦାୟ ୧୨ ଟି ରଜ୍ୟର ଅଂଶଗ୍ରହଣକାରୀ ତିନି…

ଡିଏଭି ପୋଖରୀପୁଟରେ ଟେଜ୍ ଏକ୍ସଲେନ୍ସ କର୍ମଶାଳା

ଭୁବନେଶ୍ଵର ତା, ୦୯–୧୧–୨୦୨୩ ଡିଏଭି ପୋଖରୀପୁଟରେ ଟେକ୍ ଏକ୍ସଲେନ୍ସର ବାର୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଟେକ୍‌ଷ୍ଟ ବିଦ୍ୟାଳୟର କମ୍ପ୍ୟୁଟର ବିଭାଗ ଆନୁକୂଲ୍ୟରେ…

ପ୍ରଚାର ବେଳେ ପ୍ରଚାର ଗାଡିରୁ ଖସିପଡିଲେ କେସିଆରଙ୍କ ପୁଅ

କ୍ୟାମ୍ପେନ ବେଳେ ମିନି ବସ୍‌ରୁ ଖସିପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ। ତାଙ୍କ ସହ ଜଣେ କି ଦୁଇ ଜଣ ନୁହେଁ ଏକାଧିକ ନେତା ଓ ମନ୍ତ୍ରୀ ପ୍ରଚାର ଗାଡିରୁ ତଳେ ଗଳି ପଡିଛନ୍ତି। ନିଜାମାବାଦର…

ଭୁବନେଶ୍ବରରେ ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ  । ଜନତା ମଇଦାନରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଅଯୋଧ୍ୟାରେ ବସିଲା ଯୋଗୀଙ୍କ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ:   ଅଯୋଧ୍ୟାରେ ବସିଲା ଯୋଗୀଙ୍କ କ୍ୟାବିନେଟ୍ । ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶରେ କ୍ୟାବିନେଟ୍ ବୈଠକ ଅଯୋଧ୍ୟାରେ ଆୟୋଜିତ ହେଉଛି । ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ…