କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

ପୁରୀ : ଅକ୍ଟୋବର ୨୮ ତାରିଖ କୁମାର ପୂର୍ଣ୍ଣିମାରେ ପଡ଼ୁଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ।ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।…

ଏଥର ଭିଜିବ ଦଶହରାରେ ଓଡିଶା

ଭୁବନେଶ୍ୱର :  ବର୍ଷାରେ ଭିଜିପାରେ ଦଶହରା । ଚଳିତ ମାସ ଚତୁର୍ଥ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦି ଏହି ଲଘୁଚାପ ଓଡ଼ିଶା ଉପକୂଳ ମୁହାଁ ହୁଏ…

ସମଲିଙ୍ଗୀ ବିବାହ ଆଇନଗତ ସ୍ୱୀକୃତି ପାଇବ କି ନାହିଁ? ସୁପ୍ରିମକୋର୍ଟରେ କିଛି ସମୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହର ଆଇନଗତ ସ୍ୱୀକୃତି ଉପରେ ସୁପ୍ରିମକୋର୍ଟ ଆଜି ଏହାର ରାୟ ଦେବେ । ଏହାପୂର୍ବରୁ ମେ ମାସରେ ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଦଙ୍କ ନେତୃତ୍ୱରେ ପାଞ୍ଚ ଜଣ…

ଚୀନ ଗସ୍ତରେ ଋଷ ରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ : ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନାରେ ପହଞ୍ଚିଛନ୍ତି । ସେ ଏଠାରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ । ଏହି ଅବଧି ମଧ୍ୟରେ, ଇସ୍ରାଏଲ୍‌ ଏବଂ ହାମାସ…

ହାଇ କୋର୍ଟ ଦ୍ବାରସ୍ଥ ହେଲେ ଅନୁଭବ

ଭୁବନେଶ୍ୱର : ନିରାଶ ହେବା ପରେ ଏବେ  ହାଇକୋର୍ଟ ଗଲେ ସାଂସଦ ବା ଅଭିତା  ଅନୁଭବ ମହାନ୍ତି । ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାରେ ସାଂସଦ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ…

ଡରାଇଲାଣି ସୁନା ଦର

ସୁନା ଦର ଉପରେ ପଡିଛି ଯୁଦ୍ଧର ପ୍ରଭାବ। ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯାଗୁ ଲଗାତର ବଢି ଚାଲିଛି ସୁନା ଦର। ଏବେ ସୁନାରେ ହାତ ମାରିବା ମୁସକିଲ ହୋଇପଡିଛି। ନବରାତ୍ରି ପୂର୍ବରୁ ଗୋଟିଏ…

ପୁରୀରେ ଗର୍ଜିଲା କଂଗ୍ରେସ

କୋଭିଡ୍ ବେଳେ ଶ୍ରୀମନ୍ଦିରର ଚାରି ଦ୍ୱାର ବନ୍ଦ ଥିଲା। କୋଭିଡ୍ ପରେ ଏବେ କାହିଁକି ଦ୍ୱାର ବନ୍ଦ ରହିଛି? କାର୍ତ୍ତିକମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ। ଏଥିସହ ରତ୍ନଭଣ୍ଡାର…

ଜୀ ସାର୍ଥକରେ ଆରମ୍ଭ ହେଲା “ପାର୍ବଣରେ ସୁନାର ବର୍ଷା” ପ୍ରତିଯୋଗିତା

ଭୁବନେଶ୍ୱର :ଏହି ପାର୍ବଣ ମହୋତ୍ସବରେ, ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ହେବ ସୁନାର ବର୍ଷା । ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ ଅଳଙ୍କାର ବିକ୍ରେତା,…

ନେତାନ୍ୟାହୁଙ୍କୁ ବିରୋଧ

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ହମାସ ଆତଙ୍କବାଦୀମାନେ ଅତି ନୃଶଂସ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କରିଚାଲିଛନ୍ତି। ଇସ୍ରାଏଲ ମଧ୍ୟ ଏହାର ମୁହଁତୋଡ ଜବାବ ଦେଉଛି। ଏହି ଯୁଦ୍ଧ…

ଆମେରିକାକୁ ପୁଟିନଙ୍କ ଚେତାନନୀ

ମସ୍କୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଆମେରିକାକୁ ଚେତାବନୀ ଦେଇ କହିଛନ୍ତି, ଯଦି ଆମେରିକା ରୁଷ୍‌ ସହ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ହୁଏ ତା’ହେଲେ ଏହା ସଂପୂର୍ଣ୍ଣ ଭିନ୍ନ…