ଦୋହଲିଲା ଉତ୍ତରାଖଣ୍ଡ Ama Tv Oct 16, 2023 0 ଭାରତର ବିଭିନ୍ନ ସ୍ଥାନରେ ଲଗାତର ଭାବରେ ଭୂକମ୍ପ ହେଉଛି। ସୋମବାର ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ପିଥୋରଗଡ ଠାରୁ ୪୮ କିଲୋମିଟର ଦୂର ଉତ୍ତର-ପୁର୍ବରେ…
ପରଲୋକରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ Ama Tv Oct 16, 2023 0 ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ…
ଏଥର ଦଶହରା ରେ ଆସୁଛି ତୁ ମୋ ଛବି ବହି”* Ama Tv Oct 16, 2023 0 ଭୁବନେଶ୍ୱର :ସୁବାସ ମ୍ୟୁଜିକ୍ ଦ୍ବାରା ସୁବାସ ସାହୁ ଙ୍କ ପ୍ରଯୋଜନା ରେ ଏହି ଦଶହରା ରେ ରିଲିଜ୍ ହେବାକୁ ଯାଉଛି ଓଡ଼ିଆ ମ୍ୟୁଜିକ୍ ଭିଡିଓ "ତୁ ମୋ ଛବି ବହି " । ସେହିପରି ଭିଡିଓ ଟିରେ ମନ୍ମୟ…
ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ରାମ୍’ ର ଅଡିଓ, ଦଶହରା ରେ ଶୁଭମୁକ୍ତି* Ama Tv Oct 15, 2023 0 ଭୁବନେଶ୍ୱର :ରତ୍ନା ବ୍ୟାନର ର ଚତୁର୍ଥ ଅବଦାନ ତଥା ଅରିନ୍ଦମ ରୟ ପ୍ରଯୋଜିତ ବହୁ ଚର୍ଚ୍ଚିତ ''ରାମ୍'' ର ଅଡିଓ ଭୁବନେଶ୍ୱରସ୍ଥିତ ମହାରାଜା ସେନେମା ହଲ୍ ପରିସରରେ ବହୁ ସିନେ ପ୍ରେମୀ ଙ୍କ ଗହଣ…
ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ରାଉଡି ରାଜା* Ama Tv Oct 15, 2023 0 ଭୁବନେଶ୍ୱର :କଳ୍ପନା ଫିଲ୍ମ ବ୍ୟାନର ରେ ନିର୍ମାଣ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର "ରାଉଡି ରାଜା" ଓଡ଼ିଶାର ୧୫ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିଛି l ଭୁବନେଶ୍ୱର ସ୍ଥିତ ଡି ଏନ୍ ରେଗାଲିଆ…
ଆଜିଠାରୁ ମା ଙ୍କ ପାଖରେ ନବରାତ୍ର ପୂଜା Ama Tv Oct 15, 2023 0 ଭୁବନେଶ୍ବର: ଆଉ ଦିନ କେଇଟାକୁ ଅପେକ୍ଷା । ଧରାବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ଆଜିଠୁ ଶକ୍ତିପୀଠରେ ଆରମ୍ଭ ହେଉଛି ନବରାତ୍ର ପୂଜା । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ ।…
ଆମେରିକାରେ ପ୍ରତିଷ୍ଠା ହେଲା ଭୀମରାଓ ପ୍ରତିମୂର୍ତ୍ତି Ama Tv Oct 15, 2023 0 ଓ୍ବାଶିଂଟନ୍,: ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଉଦ୍ଘାଟନୀ…
ନିଜ ସେନାଙ୍କୁ ଭେଟିଲେ ଇସ୍ରାଏଲର ରାଷ୍ଟ୍ରପତି Ama Tv Oct 15, 2023 0 ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହାରି ଭିତରେ ଗାଜା ସୀମାବର୍ତ୍ତୀ ଅଞ୍ଚଳକୁ ଗସ୍ତ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ଏହି…
ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ Ama Tv Oct 15, 2023 0 ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ରବିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଦଳ ମଧ୍ୟ ପ୍ରଦେଶ ପାଇଁ ଏହି ପର୍ଯ୍ୟାୟରେ ୧୪୪ ଜଣ…
ମୋଦି ଷ୍ଟାଡିୟମରେ ଚିତପଟାଙ୍ଗ ପାକିସ୍ତାନ Ama Tv Oct 14, 2023 0 ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଧୂଳି ଚାଟିଛି ପାକିସ୍ତାନ। ବିଶ୍ୱକପରେ ପାକିସ୍ତାନରେ ମୁଣ୍ଡରେ ଲାଗିଥିବା କଳଙ୍କ ୮-୦ ବି ହୋଇଯାଇଛି। ପୂର୍ବରୁ ବିଶ୍ୱକପରେ ଭାରତ ୭ ଥର…