ଭାରତ ଆସିବେ ପାକିସ୍ତାନ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୪ ଓ ୫ ତାରିଖରେ ଗୋଆରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଭାରତ ଗସ୍ତରେ…

ଅମୃତପାଲଙ୍କ ପତ୍ନୀଙ୍କୁ ଅମୃତସହର ବିମାନ ବନ୍ଦରରେ ଅଟକ

ଭୁବନେଶ୍ୱର : ଫେରାର ହୋଇଯାଇଥିବା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହଙ୍କ ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ବିମାନବନ୍ଦରରେ ଅଟକ ରଖାଯାଇଛି। ସେ ଆଜି ଇଂଲଣ୍ଡ ଯାଉଥିବା ବେଳେ ତାଙ୍କୁ ଅଟକ…

କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ କରୋନା

ନୂଆଦିଲ୍ଲୀ :ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ଏବେ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି। ତାଙ୍କ ଠାରେ…

ଏନସିପି ତାଲିକାରୁ ଅଜିତ ପାୱାର ଆଉଟ୍

ନୂଆଦିଲ୍ଲୀ :ଏନସିପି ସଭାପତି ଶରଦ ପାୱାରଙ୍କ ଉପସ୍ଥିତିରେ ଆସନ୍ତାକାଲି ଘାଟକୋପରରେ ବିଭାଗୀୟ କର୍ମଚାରୀଙ୍କ ଶିବିର ଅନୁଷ୍ଠିତ ହେବ । ଏହି ଶିବିରର କାର୍ଯ୍ୟକ୍ରମର ପ୍ରେସ ବିଜ୍ଞପ୍ତିରେ…

*”ଗୀତରେ ଗୀତରେ ପ୍ରଶାନ୍ତ ପାଢ଼ୀ” ସଙ୍ଗୀତ କାର୍ଯ୍ୟକ୍ରମ ରେ ଦୁଲୁକିଲା ରବୀନ୍ଦ୍ର ମଣ୍ଡପ*

ଭୁବନେଶ୍ୱର :ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଙ୍କର ଏକ ସୁନ୍ଦର ସଙ୍ଗୀତ ସଂଧ୍ୟା ଯାହା ଏସ ଏସ ମିଡ଼ିଆ କ୍ରିଏସନ ପ୍ରସ୍ତୁତି…

ଖୁବ୍ ଜଲ୍ଦୀ ଗରମରୁ ମିଳିବ ଆଶ୍ୱସ୍ତି , ୨୧ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର : ଓଡ଼ିଶାର ଅନେକ ଜିଲ୍ଲାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଅନେକ ସ୍ଥାନରେ ତାପମାତ୍ରା ୪୩ ଓ ୪୪ ଡିଗ୍ରି ଉପରେ ରହିଛି । ଏହା ଦ୍ବାରା ଜନଜୀବନ ଗୁରୁତରଭାବେ…

ମୁକୁଲ ରୟକୁ ନେଇ ଏମିତି କହିଲେ ଦିଦି

କୋଲକାତା: ମୁଁ ଏବେ ମଧ୍ୟ ‘ବିଜେପି’ ବିଧାୟକ ଏବଂ ‘ବିଜେପି’କୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଚାହେଁ। ମଙ୍ଗଳବାର ରାତିରେ…

ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରଚାର କରିବେ କହ୍ନେୟା କୁମାର

ଭୁବନେଶ୍ୱର :ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ନିମନ୍ତେ ପ୍ରଚାର ପାଇଁ ପିସିସି ସଭାପତି…

ଜନ ସଂଖ୍ୟାରେ ଚୀନକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ :ଚୀନ୍‌କୁ ପଛରେ ପକାଇଲା ଭାରତ । ବର୍ଷ ବର୍ଷ ଧରି ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶ ତାଲିକାରେ ଚୀନ୍‌ ନାଁ ସବୁଠୁ ଉପରେ ରହୁଥିବା ବେଳେ ଏବେ ଭାରତ ସେହି ସ୍ଥାନ ଅଧିକାର କରିଛି।…

ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବି କାହିଁକି ଏମିତି କହିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ :ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି)ର ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜେପିକୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ଟିଏମସି ଜାତୀୟ ଦଳର ମାନ୍ୟତା ପରେ ମମତା…