ଜୀ-ସାର୍ଥକ ରେ ଏପ୍ରିଲ ୨୨ରୁ ଆରମ୍ଭ ହେବ ‘ରଜ କୁଇନ୍‌ – ଉଡ଼ିଯା…ଆକାଶଟା ତୋ’ର ‘

ଭୁବନେଶ୍ୱର :ବହୁ ପ୍ରତିକ୍ଷିତ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଲୋକପ୍ରିୟ ରିଏଲିଟି ସୋ 'ରଜ କୁଇନ୍‌ ' ଏପ୍ରିଲ୍ ୨୨ ରୁ ପ୍ରତେକ ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ…

*ଜୀ-ସାର୍ଥକ ପ୍ରସ୍ତୁତି ‘IPS ଦୁର୍ଗା’ ଚଳଚ୍ଚିତ୍ର ର ଅଡିଓ ଲୋକାର୍ପିତ*

ଭୁବନେଶ୍ୱର : ସୂର୍ୟମୟୀ ଙ୍କ ପ୍ରଥମ ପୋଲିସ ଅବତାର ଚଳଚ୍ଚିତ୍ର "IPS ଦୁର୍ଗା" ଜୀ- ସାର୍ଥକରେ ଆସନ୍ତା ଏପ୍ରିଲ ୨୩ ତାରିଖ ସନ୍ଧ୍ୟା ୬:୩0 ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଗତକାଲି…

ଶଲା ବୁଢାର ବଦଲା’ ଅତିଶିଘ୍ର ଆସିବ ପ୍ରେକ୍ଷାଳୟକୁ

ଭୁବନେଶ୍ୱର :ବହୁ ଚର୍ଚିତ ‘ଶଲା ବୁଢାର ବଦଲା’ ଓଡ଼ିଶାରେ ରିଲିଜ ହେବାକୁ ଯାଉଛି ଆସନ୍ତା ମେ ମାସରେ | ପ୍ରଥମରୁ ଜବରଦସ୍ତ ରେସପନ୍ସ ପାଇଥିବା ‘ଶଲା ବୁଢାର ବଦଲା’ ଦୁବାଇ ଏକ୍ସପୋ ୨୦୨୦ ରେ…

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଆଜି ସବୁଠୁ ଉତପ୍ତ ସହର ହେଉଛି ଝାରସୁଗୁଡ଼ା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ସକାଳ ୭ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଥିଲା। ଦିନ ୨ଟା ୩୦ ବେଳକୁ ମାତ୍ରାଧିକ ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ…

ନାମାଙ୍କନ ପତ୍ର ଦାଖଲ କଲେ ଦୀପାଳି ଦାସ

ଝାରସୁଗୁଡ଼ା :ଝାରସୁଗୁଡା ଉପନିର୍ବାଚନ ଲଢ଼େଇ ରୋଚକ ମୋଡ଼ରେ ପହଞ୍ଚିଛି। ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ପୂର୍ବାହ୍ନ ୧୦ଟାରେ ଝାରସୁଗୁଡା ସହରସ୍ଥିତ…

ବଢ଼ିବାରେ ଲାଗିଛି କୋହଲି ଓ ଗାଙ୍ଗୁଲିଙ୍କ ବିବାଦ

ନୂଆଦିଲ୍ଲୀ :ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ତିକ୍ତତା ଚାଲିଥିବା ଚର୍ଚ୍ଚା ଥମିବାର ନାଁ ଧରୁନି। ବିଶେଷ କରି ଚଳିତ ଆଇପିଏଲରେ ଖେଳା ଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ…

ବିଜେପିରେ ୪୦ ବିଧାୟକଙ୍କ ସହ ଯୋଗଦେବେ ଅଜିତ ପାୱାର?

ନୂଆଦିଲ୍ଲୀ :ମହାରାଷ୍ଟ୍ରରେ ପୁଣିଥରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର କିଛି ବିଧାୟକଙ୍କୁ ସୁପ୍ରିମକୋର୍ଟ ଦଳବଦଳ ନିୟମ ଅନୁସାରେ ଅଯୋଗ୍ୟ…

ସଚିବାଳୟ କର୍ମଚାରୀଙ୍କ ପାଇଁ ଲୋକସେବା ଭବନରେ ଖୋଲିବ କ୍ରେଚ

ଭୁବନେଶ୍ୱର :ରାଜ୍ୟ ସଚିବାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଲୋକସେବା ଭବନ ପରିସରରେ ଏକ କ୍ରେଚ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଖୁବଶୀଘ୍ର…

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ :ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ତା’ର ଶୁଣାଣି ଆଜି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର…

ଚଳଚ୍ଚିତ୍ର “ପ୍ରୀତି ବନ୍ଧନ”ଶୁଭମୁକ୍ତି ମେ ମାସରେ

ଭୁବନେଶ୍ୱର : ନେକ୍ସ୍ଟଡୋର୍‌ ଫିଲ୍ମସ୍‌ ବ୍ୟାନର୍‌ରେ ନିର୍ମିତ ଓଡିଆ ଚଳଚ୍ଚିତ୍ର *ପ୍ରୀତି ବନ୍ଧନ* ସେନସର ଶେଷ ହୋଇ ଆସନ୍ତା ମେ ମାସରେ ମୁକ୍ତି ଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା…