ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦାଦାଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ :ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଦାଦା ତଥା କଡ଼ପା ସାଂସଦ ୱାଇଏସ୍ ଅବିନାଶ ରେଡ୍ଡୀଙ୍କ ବାପା ୱାଇଏସ୍ ଭାସ୍କର ରେଡ୍ଡୀଙ୍କୁ ଆଜି ଗିରଫ କରିଛି…

ପ୍ରତିବର୍ଷ ମାଗଣାରେ ଏଲପିଜି ସିଲିଣ୍ଡର ଦେବ ଜେଡିଏସ

ନୂଆଦିଲ୍ଲୀ : କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ଭେଟରାନ ଏଚ୍‌ଡି ଦେବଗୌଡ଼ା ଭୋଟରଙ୍କୁ ବଡ଼ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଭୋଟରଙ୍କୁ…

ସମନ ପରେ ଇଡି ସିବିଆଇ ଉପରେ ବର୍ଷିଲେ କେଜ୍ରିୱାଲ

ନୂଆଦିଲ୍ଲୀ :ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି ସିବିଆଇ। ତାଙ୍କୁ ରବିବାର (ଆସନ୍ତାକାଲି) ଦିନ ୧୧ଟା ବେଳେ ହାଜର ହେବାକୁ…

CAPFS ନିଯୁକ୍ତି ପାଇଁ ଓଡ଼ିଶାରେ ହେବ ପରୀକ୍ଷା

ନୂଆଦିଲ୍ଲୀ :କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବା ସେଣ୍ଟ୍ରାଲ ଆର୍ମଡ୍ ପୁଲିସ୍ ଫୋର୍ସେସ (CAPFs) ରେ କନଷ୍ଟେବଲ (ଜେନେରାଲ ଡ୍ୟୁଟି) ନିଯୁକ୍ତି ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି…

କାହାକୁ ଟାର୍ଗେଟ କରି ଏମିତି କହିଲେ ସୋନିଆ

ନୂଆଦିଲ୍ଲୀ : ସମ୍ବିଧାନର ପ୍ରଣେତା ବି ଆର୍‌ ଆମ୍ବେଦକରଙ୍କ ୧୩୨ତମ ଜନ୍ମବାର୍ଷିକୀରେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧି ସରକାର ଉପରେ ଭୀଷଣ ବର୍ଷିଛନ୍ତି। କ୍ଷମତାରେ ଥିବା ଦଳ…

ଚୀନର ମାଞ୍ଜା ସୂତା ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ : ଚୀନ ମାଞ୍ଜା ସୂତା ଜନିତ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ବିଶେଷ ଅଭିଯାନ ଆରମ୍ଭ ହୋଇଛି। ଏଥି ପାଇଁ ସିପିସିବି…

ପୁଣି ପଶ୍ଚିମବଙ୍ଗରେ ହାରିବ ବିଜେପି, ତୃଣମୂଳ କଂଗ୍ରେସ

କୋଲ୍‌କାତା: ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ପଶ୍ଚିମବଙ୍ଗବାସୀଙ୍କୁ ୩୫ ଆସନ ଦେବା ପାଇଁ ଆହ୍ବାନ ଦେଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୀବ୍ର ସମାଲୋଚନା କରି…

ନାମାଙ୍କନ ଭରିଲେ ତରୁଣ ପାଣ୍ଡେ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ତରୁଣ ହେଉଛନ୍ତି ୩ ଥରର ଝାରସୁଗୁଡ଼ା ବିଧାୟକ ସ୍ବର୍ଗତ ବୀରେନ୍ ପାଣ୍ଡେଙ୍କ…

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ଅଂଶୁଘାତ ୱାର୍ଡ

ଭୁବନେଶ୍ୱର :କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟାସୁଦ୍ଧା ତାପମାତ୍ରା ୩୦…

ତେଲେଙ୍ଗାନାରେ ଉନ୍ମୋଚନ ହେଲେ ୧୨୫ ଫୁଟ ଆମ୍ବେଦକର ପ୍ରତିମୂର୍ତ୍ତି

ହାଇଦ୍ରାବାଦ: ଭାରତୀୟ ସମ୍ବିଧାନର ପ୍ରଣେତା ବି. ଆର୍‌. ଆମ୍ବେଦକର୍‌ଙ୍କ ୧୩୨ତମ ଜୟନ୍ତୀ ପାଳନ ଅବସରରେ ଆଜି ହାଇଦ୍ରାବାଦ୍‌ରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କର…