ବିପର୍ଯ୍ୟୟ ମୁକାବିଲା ପାଇଁ ନିର୍ମାଣ ହେବ ବିପର୍ଯ୍ୟୟ ଭବନ,

ଭୁବନେଶ୍ୱର : ବିପର୍ଯ୍ୟୟ ମୁକାବିଲା ପାଇଁ ଭୁବନେଶ୍ବରରେ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର ଏଥିପାଇଁ ୨୦୦କୋଟି ଟଙ୍କା ଖର୍ଚ୍ଚ ହେବ । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

ଆଜି କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ପୂଜା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା

ଆଜି କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମହାନବମୀରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦୁର୍ଗାପୂଜାର ମଜା ନେବେ ମୋହନ । ମଣ୍ଡପରେ ମା’ ଦୁର୍ଗା ଓ ହରପାର୍ବତୀଙ୍କ ଦର୍ଶନ…

ଆମେରିକା ସଟ୍ ଡାଉନ୍ !

ଆମେରିକାରେ ଏବେ ଏକ ବଡ଼ ସଙ୍କଟ ଦେଖାଦେଇଛି। ୨୦୧୯ ମସିହା ପରେ ପ୍ରଥମ ସରକାରୀ ସଟ୍‌ଡାଉନ୍ ହୋଇଛି। ମଙ୍ଗଳବାର ରାତିରେ ଫଣ୍ଡିଂ ବିଲ୍ ଉପରେ ଭୋଟିଂ ହୋଇଥିଲା । ସିନେଟ୍‌ରେ ବିଲ୍ ପାସ୍…

ଆରଏସଏସ କାର୍ଯ୍ୟକ୍ରମରେ ମୋଦିଙ୍କ ବଡ଼ ଘୋଷଣା, ମୁଦ୍ରାରେ ଭାରତ ମାତାଙ୍କ ପ୍ରତିଛବି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର RSS ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଉତ୍ସବରେ ସେ ଏକ…

ଭାରତକୁ ମିଳିବ ଏସିଆ କପ୍‌: ରାଜୀବଙ୍କ ଗାଳି ଶୁଣି ନକଭି କହିଲେ, ଏଠୁ ଆସି ନେଇଯାଅ

ଟ୍ରଫି ବିବାଦ ମଧ୍ୟରେ ଏସୀୟ କ୍ରିକେଟ ପରିଷଦ (ACC) ଏକ ବୈଠକ କରିଥିଲା। ACC ମୁଖ୍ୟ ମୋହସିନ ନକଭିଙ୍କୁ ଭର୍ତ୍ସନା କରିଥିଲା BCCI। BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ନକଭିଙ୍କୁ ଭର୍ତ୍ସନା…

କେନ୍ଦ୍ରୀୟ କର୍ମଚାରୀଙ୍କ DA ୩ ପ୍ରତିଶତ ବୃଦ୍ଧି: ପିଛିଲା ଭାବେ ୧ ଜୁଲାଇରୁ ଲାଗୁ ହେବ

କେନ୍ଦ୍ର ସରକାର ଦେଶର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍‌ (DR) ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା…

ସତର୍କ ରୁହ ! ଟ୍ବିନସିଟିରେ ଆହୁରି ୩ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା…

ଅଧା ଓଡ଼ିଶାରେ ଜାରି ରହିଛି ବର୍ଷା, ଏପଟେ ଟ୍ବିନ୍‌ସିଟିରେ ମଧ୍ୟ ପ୍ରବଳ ବର୍ଷା ଦେଖିବାକୁ ମିଳିଥିବାବେଳେ ଆଗାମୀ ୩ ଘଣ୍ଟା ପାଇଁ ପୁଣି ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।…

କାଲି ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆସନ୍ତା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବହୁ ପ୍ରକଳ୍ପ ଭେଟି ଦେବାକୁ ଥିବାବେଳେ ଓଡ଼ିଶାକୁ କେବଳ ୧୭୦୦କୋଟିରୁ…

ପୁଣି ନୂଆ ଶୁଳ୍କ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି : ବିଦେଶୀ ଔଷଧୀୟ ସାମଗ୍ରୀ ଉପରେ ୧୦୦% ଟାରିଫ୍‌

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଔଷଧ କ୍ଷେତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପଙ୍କର ଏହି…

ଏହି ଜିଲାରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲାର ସମସ୍ତ ସ୍କୁଲକୁ ଶୁକ୍ରବାର ଛୁଟି ଘୋଷଣା କରାଯାଇଛି। ଫଳରେ ମାଲକାନଗିରି ଜିଲାର ସମସ୍ତ…