ପଶ୍ଚିମବଙ୍ଗରେ ଝାଲମୁଢି ବାଣ୍ଟି ବିଜେପି ପାଳନ କଲା ଉତ୍ସବ

ଖାଇମୁଢି ବାଣ୍ଟିଲେ, ସେଲିବ୍ରେସନ କଲେ। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ବର୍ତ୍ତମାନ ଚାଲିଛି। ବିଜେପିର ନେତୃତ୍ୱ ମଧ୍ୟରେ…

ପଶ୍ଚିମବଙ୍ଗରେ ବିଜୟ ପରେ ପ୍ଲାନ ବି ପାଇଁ ପ୍ରସ୍ତୁତ ହେଉଛି ଭାଜପା: ପ୍ରଥମେ କରିବ ଏହି ୫ ବଡ଼ କାମ

ପଶ୍ଚିମବଙ୍ଗର ନିର୍ବାଚନ ଇତିହାସରେ ଭାଜପା ନିରଙ୍କୁଶ ବହୁମତ ହାସଲ କରି ଏକ ନୂତନ ଅଧ୍ୟାୟ ଲେଖିଛି। ଦଳ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ୧୫ ବର୍ଷର ପୁରୁଣା ଟିଏମସି ସରକାରକୁ ଉପାଡ଼ି…

ପଛରେ ପଡିଲେ ଏମ୍‌. କେ. ଷ୍ଟାଲିନ୍‌

ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ କୋଲାଥୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ…

ପାକିସ୍ତାନର ତୈଳ ସଙ୍କଟ, ପେଟ୍ରୋଲ ଦର ୪୦୦ ଟଙ୍କା ଛୁଇଁଲା

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ପାକିସ୍ତାନ ବାରମ୍ବାର ସ୍ୱୀକାର କରିଛି ଯେ ଭାରତ ପରି ଏହାର ରଣନୈତିକ ତୈଳ ଭଣ୍ଡାରର ଅଭାବ ଅଛି। ପେଟ୍ରୋଲିୟମ୍ ମନ୍ତ୍ରୀ ମୁସାଦିକ୍ ମଲିକ ସ୍ୱୀକାର କରିଛନ୍ତି…

ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଆଗାମୀ ୧୫ ଦିନ ଯାଏଁ ଗଙ୍ଗା ଏକ୍ସପ୍ରେସ ୱେରେ କଟିବନି ଟୋଲ୍

ଉତ୍ତରପ୍ରଦେଶ ଯୋଗୀ ସରକାର ଜନତାଙ୍କୁ ବଡ଼ ଉପହାର ଦେଇଛନ୍ତି । ସରକାର ଗଙ୍ଗା ଏକ୍ସପ୍ରେସ ୱେରେ ମଇ ଦ୍ବିତୀୟ ସପ୍ତାହ ଯାଏଁ କୌଣସି ଟୋଲ ଟ୍ୟାକ୍ସ ନିଆଯିବ ନାହିଁ ବୋଲି ଘୋଷଣା ହୋଇଛି । ଗଙ୍ଗା…

ଖରାଦିନେ ଏହିଭଳି କରନ୍ତୁ ସ୍କିନକେୟାର, ଗ୍ଲୋ କରିବ ସ୍କିନ୍

ପୁଦିନାକୁ ଆୟୁର୍ବେଦରେ ବହୁତ ପ୍ରଭାବଶାଳୀ ବୋଲି ଗଣାଯାଏ । ଏଥିରେ ସ୍ୱାଦ, ସୌନ୍ଦର୍ଯ୍ୟ ଓ ସୁଗନ୍ଧର ବହୁତ ଭଲ ସଙ୍ଗମ ରହିଛି । ପୁଦିନା ବିଷୟରେ କୁହାଯାଏ କି, ଏହା ୧୨ ମାସ ମଧ୍ୟରେ…

ବଙ୍ଗୋପସାଗରରେ ବାତ୍ୟା ! ମେ’ ୨ୟ ସପ୍ତାହରେ ଲଘୁଚାପ..

ମେ’ ମାସକୁ ବାତ୍ୟା ଭୟ। ଅନେକ ଥର ମେ’ ମାସରେ ବାତ୍ୟା ହୋଇ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି। ନୂଆ ଅପଡେଟ୍ ଅନୁଯାୟୀ, ମେ’ ୨ୟ ସପ୍ତାହରେ ଲଘୁଚାପ ହେବା ନେଇ ସମ୍ଭାବନା ରହିଛି।…

ନାରୀଙ୍କୁ ସୁରକ୍ଷା ଦେବ ଶକ୍ତିଶ୍ରୀ ଆପ୍:ମୁଖ୍ୟମନ୍ତ୍ରୀ

ନାରୀଙ୍କୁ ସୁରକ୍ଷା ଦେବ ଶକ୍ତିଶ୍ରୀ ଆପ୍। ଉଚ୍ଚ ଶିକ୍ଷା ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶକ୍ତିଶ୍ରୀ ଆପ୍ ଲଞ୍ଚ୍…

ନୂଆ ରୂପରେ ଆସିବ ମେଟ୍ରୋ

ନୂଆ ରୂପରେ ଆସିବ ମେଟ୍ରୋ। ଏ ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ସେ କହିଛନ୍ତି ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ମେଟ୍ରୋ ପରିକଳ୍ପନା କରିଛୁ। ଏଥିରେ ରାଜ୍ୟର ସବୁ ପ୍ରକାର…

ଟ୍ରମ୍ପଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର?

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ, ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ ମନୋନୀତ ହୋଇପାରନ୍ତି। ନରୱେଜିଆନ…