ସୁନେତ୍ରା ପାୱାର ହେବେ ନୂଆ ଉପମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ୫ଟାରେ ନେବେ ଶପଥ

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର। ଆଜି ସନ୍ଧ୍ୟା ୫ଟାରେ ମୁମ୍ବାଇର ରାଜଭବନଠାରେ ଶପଥ ନେବେ ସୁନେତ୍ରା ପାୱାର।…

ଜାଣନ୍ତୁ ନଡ଼ିଆ ଭିତରେ ପାଣି କେଉଁଠାରୁ ଆସେ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଅନନ୍ୟ ଫଳ ଉତ୍ପାଦନ ହୁଏ। ଏହି ଅନନ୍ୟ ଫଳ ଏବଂ ଏହାର ବିରଳ ଗୁଣ ସେମାନଙ୍କୁ ବିଶ୍ୱବ୍ୟାପୀ ପ୍ରସିଦ୍ଧ କରିଥାଏ। ତଥାପି, ଭାରତ ଅନନ୍ୟ ଫଳ…

ରାଷ୍ଟ୍ରପତିଙ୍କ ଗସ୍ତ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଶିମିଳିପାଳ ବନ୍ଦ

ରାଷ୍ଟ୍ରପତି ଗସ୍ତ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ୩ଦିନ କଟକଣା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କାର୍ଯ୍ୟକ୍ରମକୁ ନେଇ ୩ଦିନ ଶିମିଳିପାଳ ପର୍ଯ୍ୟଟକଙ୍କ…

ଶିଶୁ ନ୍ୟାୟର ପ୍ରଶ୍ନ ଉଠାଇବ “ପରୀ” : ଜାନୁୟାରୀ ୩୦ରେ ଶୁଭମୁକ୍ତି

ପରୀ” ହେଉଛି ଏକ ନିରୀହ, କୋମଳ ଶିଶୁ କନ୍ୟାର ମାନବିକ ଓ ହୃଦୟସ୍ପର୍ଶୀ କାହାଣୀ। ବାପାମାଆଙ୍କ ଅନେକ ସ୍ୱପ୍ନ ଓ ଆଶା ନେଇ ବଢ଼ୁଥିବା ପରୀ, କିଛି ଯୌନ ରାକ୍ଷସଙ୍କ ଅମାନବିକ ଅତ୍ୟାଚାରରେ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ଶେଷ ଫଟୋ, ସୁରକ୍ଷା କର୍ମୀଙ୍କ ସହ ବିମାନରେ…

ମହାରାଷ୍ଟ୍ରର ଶକ୍ତିଶାଳୀ ନେତା ଅଜିତ ପାୱାର ଆଜି ଏକ ସାଧାରଣ ସଭାରେ ଯୋଗଦେବା ପାଇଁ ମୁମ୍ବାଇରୁ ବାରାମତି ଯାତ୍ରା କରିଥିଲେ, କିନ୍ତୁ ଏହା ତାଙ୍କର ଶେଷ ବିମାନ ଥିଲା। ଉପମୁଖ୍ୟମନ୍ତ୍ରୀ…

ତାଲିବାନର ନୂତନ ଆଇନ: ଫେରିବ ଦାସତ୍ୱ, ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ

ତାଲିବାନ ଆଫଗାନିସ୍ତାନରେ ଏହାର ସର୍ବୋଚ୍ଚ ନେତା ହିବାତୁଲ୍ଲା ଆଖୁନ୍ଦଜାଦାଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିବା ଫୌଜଦାରୀ ପ୍ରକ୍ରିୟା ସଂହିତା ଏକ ଶ୍ରେଣୀ-ଭିତ୍ତିକ ନ୍ୟାୟ ବ୍ୟବସ୍ଥାକୁ…

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା କରିଛନ୍ତି । ସେ ୮୮୮୪ କୋଟିର…

ଆଜିଠୁ ଆରମ୍ଭ ଓଜେଇଇ ଆବେଦନ, ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ

ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ପାଇଁ ପଞ୍ଜୀକରଣ ଆରମ୍ଭ । OJEE -୨୦୨୬ ପାଇଁ ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ । ମେ ୪ରୁ ୯ ଯାଏ ପରୀକ୍ଷା ହେବ…

କଂଗ୍ରେସର ପୂର୍ବ ସାଂସଦ ସଜ୍ଜନ କୁମାର ନିର୍ଦ୍ଦୋଷରେ ଖଲାସ

ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛି । ଜନକପୁରୀ ଓ ବିକାଶପୁରୀ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ସହ ଜଡିତ ଏକ ମାମଲାରେ…

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ଚିଠି

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପାଇଁ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କହିଲେ ନିର୍ବାଚନ କମିଶନ । ଓଡ଼ିଶା ସମେତ ୧୦ ରାଜ୍ୟ…