ମୋହନ ସରକାରଙ୍କ ପ୍ରଥମ ନିବେଶକ ସମ୍ମିଳନୀ ; ଆସନ୍ତା ୭, ୮ ଓ ୯ ତାରିଖରେ ପୁନେ ଓ ଅହମଦାବାଦରେ ନିବେଶକ ସମ୍ମିଳନୀ କରିବ…
ଭୁବନେଶ୍ଵର (ଆମ ଟିଭି); ମୋହନ ସରକାରଙ୍କ ପ୍ରଥମ ନିବେଶକ ସମ୍ମିଳନୀ । ଆସନ୍ତା ୭ ,୮ ଓ ୯ ତାରିଖରେ ନିବେଶକ ସମ୍ମିଳନୀ କରିବେ ସରକାର । ପୁନେ ଓ ଅହମଦାବାଦରେ ଆୟୋଜନ ହୋଇଛି ଏହି ସମ୍ମିଳନୀ ।…