ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର; ପୁରୀରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ ପରେ ଆଇନମନ୍ତ୍ରୀଙ୍କ ବୟାନ

ଭୁବନେଶ୍ୱର (ଆମ ଟିଭି): ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର । ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ଗଜବେଶ ଦର୍ଶନ କରିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ବଡ ବୟାନ…

ପରିବା ଦରରେ ଲାଗୁନି ଲଗାମ; ବିଭିନ୍ନ ସ୍ଥାନରେ ୧୦୦ ଟଙ୍କା ଉପରେ ପରିବା

ଭୁବନେଶ୍ୱର (ଆମ ଟିଭି): ବରଗଡ଼ରେ ପରିବା ଦର ଆକାଶଛୁଆଁ । ଟମାଟୋ କିଲୋ ୧୦୦, ପୋଟଳ, ବାଇଗଣ, ବିନ୍ସ, ଝୁଡଙ୍ଗ, କାକୁଡି ଆଦିି ପରିବା ଦର ୮୦ ଟଙ୍କା ଉପରେ ରହିଛି । ବନ୍ଧାକୋବି, ଫୁଲକୋବି ଦର…

ଟି-୨୦ ବିଶ୍ୱକପରେ ବଡ ବିପର୍ଯ୍ୟୟ; ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ (ଆମ ଟିଭି): ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ । ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇଲା ଆଫଗାନିସ୍ତାନ । ୧୪୯ ରନକୁ ଟାର୍ଗେଟ୍ ପିଛା କରି ୧୨୭ ରନରେ ଅଲଆଉଟ୍ ହେଲା…

କଂଗ୍ରେସ ଓ ମମତାଙ୍କ ମଧ୍ୟରେ ସୁଧୁରୁଛି ଅନ୍ତଃକନ୍ଦଳ; ୱାଏନାଡରେ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପ୍ରଚାର କରିବେ ମମତା…

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କେରଳର ୱାଏନାଡ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହି କ୍ରମରେ ସେ ନିର୍ବାଚନୀ ରାଜନୀତିରେ ପ୍ରବେଶ କରିବା ନେଇ…

ସ୍ନାନବେଦୀରେ ଚତୁର୍ଦ୍ଧାମୂରତି; ଦୁର୍ଲ୍ଲଭ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଭୁବନେଶ୍ଵର (ଆମ ଟିଭି); ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାଲିଛି ଘର ଖୋଜା; ୧୦ ଦିନ ପରେ ବି ମିଳିନି ଘର

ଭୁବନେଶ୍ୱର (ଆମ ଟିଭି); ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ମୋହନ ମାଝୀ, ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ ଭାବେ ରହି, ନିଜର ସବୁ କାର୍ଯ୍ୟ ଚଳାଉଛନ୍ତି । ଲୋକଙ୍କୁ ଭେଟିବା ହେଉ କିମ୍ବା…

ଆଓ ନେକ୍ସଟ ର “ଆୟୁଷ୍ମାନ ମସ୍ତରାମ୍” ସଫଳତାର ସେଲିବ୍ରେସନ

ଭୁବନେଶ୍ଵର (ଆମ ଟିଭି); ଓଡ଼ିଶାର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଆଓ ନେକ୍ସଟ ୟା' ପୂର୍ବରୁ ଆନ୍ଥୋନୀ , କ୍ଲବ 69, ଫୋର, ଯାଯାବର, ଦଶମ ଭଳି ଅନେକ ୱେବ ସିରିଜ୍ ଓ ଚଳଚ୍ଚିତ୍ର ଦର୍ଶକମାନଙ୍କୁ…

ଲଗାଣ ବର୍ଷା ପରେ ଆସାମର ହାଲ୍ ବେହାଲ୍; ଭୟଙ୍କର ବନ୍ୟା ସ୍ଥିତି

ନୂଆଦିଲ୍ଲୀ (ଆମ ଟିଭି); ଆସାମରେ ଭୟଙ୍କର ବନ୍ୟା ସ୍ଥିତି । ଲଗାଣ ବର୍ଷା ଯୋଗୁଁ ଅଣାୟତ୍ତ ହୋଇଛି ପରିସ୍ଥିତି । ଘରେ ଘରେ ବନ୍ୟା ପାଣି ପଶିଯାଇଥିବା ବେଳେ ରାସ୍ତାଘାଟ, ଚାଷଜମି ଆଦି ଜଳମଗ୍ନ…

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ବଡ ଆଶ୍ୱସ୍ତି ; ଜାମିନ ମଞ୍ଜୁର ପରେ ଆଜି ଜେଲରୁ ମୁକ୍ତି

ନୂଆଦିଲ୍ଲୀ (ଆମ ଟିଭି); ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଶ୍ୱସ୍ତି । ଅରବିନ୍ଦଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ…

ଟି-୨୦ ବିଶ୍ୱକପରେ ଭାରତର ବିଜୟଧାରା ଜାରି; ସୁପର-୮ରେ ଆଫଗାନିସ୍ତାନକୁ ୪୭ ରନରେ ହରାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ (ଆମ ଟିଭି): ଚଳିତ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଜୟଧାରା ଜାରି । ଗୁରୁବାର ସୁପର-୮ରେ ଭାରତ ତା’ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନର ବଡ଼ ବ୍ୟବଧାନରେ ପରାସ୍ତ…