ମାତ୍ର ୯,୯୯୯ ଟଙ୍କାରେ ପାଆନ୍ତୁ iPhone ଭଳି ଲୁକ୍‌ର ଫୋନ୍

ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଲଞ୍ଚ ହୋଇଛି ଏକ ନୂଆ ବଜେଟ୍ ସ୍ମାର୍ଟଫୋନ୍ itel Zeno 200। କମ୍ ଦାମରେ iPhone ଭଳି ପ୍ରିମିୟମ୍ ଲୁକ୍ ଓ ଜବରଦସ୍ତ ଫିଚର୍ସ ସହ ଆସିଥିବା ଏହି ଫୋନ୍…

ଭାତର ପେଜରେ ଲୁଚିଛି ଅନେକ ସ୍ୱାସ୍ଥ୍ୟ ରହସ୍ୟ : ଜାଣନ୍ତୁ ଏହାର ଅଦ୍ଭୁତ ଉପକାରିତା

ଭାତ ପୂର୍ବ ଓ ଦକ୍ଷିଣ ଭାରତର ଏକ ମୁଖ୍ୟ ଖାଦ୍ୟ । ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରଥମ ପସନ୍ଦ ହେଉଛି ଭାତ ଓ ପଖାଳ। ବିଶେଷ କରି ଖରାଦିନରେ ପଖାଳ ଭାତ ସହ ତୋରାଣି ପିଇବାର ଆନନ୍ଦ…

ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣି ହେଲେ ନୂଆ ସିଡିଏସ୍

ଦେଶର ପରବର୍ତ୍ତୀ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ(ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍) ଭାବରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣିଙ୍କୁ ନିଯୁକ୍ତ କରିଛନ୍ତି ଭାରତ ସରକାର…

ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ, ସମାରୋହରେ ଉପସ୍ଥିତ ହେଲେ ପ୍ରଧାନମନ୍ତ୍ରୀ ମୋଦି

ପଶ୍ଚିମବଙ୍ଗ : ହଜାର ହଜାର ଲୋକଙ୍କ ଉପସ୍ଥିତିରେ କଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ବେଙ୍ଗଲର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଶୁଭେନ୍ଦୁ…

ବାତ୍ୟା ଦ୍ବନ୍ଦ୍ବ ଭିତରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ମେ ୧୦ ବା ୧୧ ବେଳକୁ ହୋଇପାରେ ଲଘୁଚାପ

ଭୁବନେଶ୍ୱର : ବାତ୍ୟା ଦ୍ବନ୍ଦ୍ବ ଭିତରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ମେ ୧୦ ବା ୧୧ ବେଳକୁ ହୋଇପାରେ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଆଖପାଖରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ ।…

ବାଲିଅନ୍ତା ହତ୍ୟା ମାମଲାରେ ଟ୍ୱିଷ୍ଟ: ସିସିଟିଭି ଫୁଟେଜ ଆଧାରରେ ମିଳିଲା ଯୁବତୀକୁ ଅସଦାଚରଣର ପ୍ରମାଣ

ଭୁବନେଶ୍ୱର : ବାଲିଅନ୍ତା ବର୍ବର ଆକ୍ରମଣ ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ଏହାରି ଭିତରେ ସିସିଟିଭି ଫୁଟେଜ ଆଧାରରେ ମିଳିଲା ଅସଦାଚରଣର ପ୍ରମାଣ । ଯୁବତୀକୁ ଅସଦାଚରଣ କରିଥିବା ଆଧାରରେ ଦୁଇ…

ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା, ତିନି ରଥରେ ଯୋଡ଼ା ହେବ ଚକ-ଅଖ

ପୁରୀ : ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା । ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ ହେବ । ସେଥିପାଇଁ ପରମ୍ପରା ମୁତାବକ ରଥଖଳାକୁ ବିଜେ ହେବ ଆଜ୍ଞାମାଳ । ତିନି…

ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

ନୂଆଦିଲ୍ଲୀ: ତାମିଲନାଡୁରେ ନୂତନ ସରକାର ଗଠନକୁ ନେଇ ସସ୍ପେନ୍ସ ଶେଷ ହୋଇଥିବା ପରି ମନେ ହେଉଛି। ଟିଭିକେ ମୁଖ୍ୟ ବିଜୟ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଗୋଟିଏ ପାଦ ଆଗକୁ…

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥଙ୍କ ଡ୍ରାଇଭର ଦେହରେ ବାଜିଛି ୩ ଗୁଳି, ଅବସ୍ଥା ଗୁରୁତର

କୋଲକତା: ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ରକ୍ତମୁଖା ପାଲଟିଛନ୍ତି ଟିଏମସିର ଗୁଣ୍ଡା । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ଉତ୍ତର ୨୪ ପ୍ରଗଣାର…

ଅପରେସନ ସିନ୍ଦୂରକୁ ବର୍ଷେ : ଭାରତୀୟ ବାୟୁସେନା ଜାରି କଲା ଖାସ୍ ଭିଡିଓ, ଦେଖିବାକୁ ମିଳିଲା ପ୍ରତିଶୋଧର କାହାଣୀ

ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରର ପ୍ରଥମ ବାର୍ଷିକୀ ପୂରଣ ହୋଇଛି । ଆଜିର ଦିନକୁ ସେଲିବ୍ରେଟ୍ କରିବା ପାଇଁ ଭାରତୀୟ ବାୟୁସେନା ଏକ ଖାସ୍ ଭିଡିଓ…