ରାଜ୍ୟସଭାରେ ସଭାପତିଙ୍କୁ ଆଙ୍ଗୁଠି ଦେଖାଇଲେ ଜୟା ବଚ୍ଚନ

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଚର୍ଚ୍ଚାରେ ରାଜ୍ୟସଭା ସାଂସଦ ଜୟା ବଚ୍ଚନ । ସୋସିଆଲ ମିଡିଆରେ ସପାର ଏହି ନେତ୍ରୀଙ୍କୁ ତାଙ୍କ ବ୍ୟବହାର ପାଇଁ ଟ୍ରୋଲ କରାଯାଉଛି । ରାଜ୍ୟସଭା ସଭାପତି ଜଗଦୀପ…

ଧରଣୀଧର ସ୍ୱୟଂଶାସିତ କଲେଜ ହେଲା ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ(ଆମ ଟିଭି): କେନ୍ଦୁଝର ଧରଣୀଧର କଲେଜ ହେଲା ବିଶ୍ୱବିଦ୍ୟାଳୟ । କେନ୍ଦୁଝର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ବଡ଼ ଭେଟି । ପୂରଣ ହେଲା ଦୀର୍ଘଦିନର ଦାବି । ଭିଡିଓ…

ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଛତିଶଗଡ଼ର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ(ଆମ ଟିଭି): ବଦଳିଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ବିଶ୍ୱଭୂଷଣ ହରିଚନ୍ଦନ ଛତିଶଗଡର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ଏହାପୂର୍ବରୁ ବିଶ୍ୱଭୂଷଣ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ…

ବିଶ୍ୱର ୧୦ମ ଧନୀ ତାଲିକାରେ ସ୍ଥାନ ପାଇଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ (ଆମ ଟିଭି): ଖସିଲେ ଆଦାନୀ, ବଢିଲେ ଅମ୍ବାନୀ । ବିଶ୍ୱର ଶୀର୍ଷ ଧନୀକଙ୍କ ସୂଚୀରେ ଗତ କିଛି ଦିନ ହେଲା ଲଗାତାର ପରିବର୍ତ୍ତନ ହେବାରେ ଲାଗିଛି। ବିଶେଷ କରି ଧନୀକଙ୍କ ସୂଚୀରେ…

ନାଗପୁର ଟେଷ୍ଟ ଜିତିଲା ଭାରତ

ନାଗପୁର (ଆମ ଟିଭି): ଭାରତର ଦମଦାର ବିଜୟ । ନାଗପୁର ଟେଷ୍ଟ ଜିତିଲା ଭାରତ । ନାଗପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବାଜି ମାରିଛି ଭାରତ । ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ…

ଚାଉଳ ଜୀବନର ଶସ୍ୟ: ରାଷ୍ଟ୍ରପତି

କଟକ(ଆମ ଟିଭି): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ଦିନରେ କଟକର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ଉଦବୋଧନ ଦେଇ କହିଛନ୍ତି,…

ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ନିର୍ବାଚନୀ ଇସ୍ତାହାର

ନୂଆଦିଲ୍ଲୀ(ଆମ ଟିଭି): ନିକଟରେ ହେବାକୁ ଯାୁଛି ତ୍ରିପୁରା ବିଧାନସଭା ନିର୍ବାଚନ । ଏହାରି ଭିତରେ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ତରଫରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି…

ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ୱର(ଆମ ଟିଭି): ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଗଲେ ମହାମହିମ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦିଲ୍ଲୀ ଫେରିବା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ…

ବିଜୟ ପଟ୍ଟନାୟକଙ୍କ ବୟାନକୁ ନେଇ ଏମିତି କହିଲେ ଦେବୀ ମିଶ୍ର

ଭୁବନେଶ୍ୱର(ଆମ ଟିଭି): ପ୍ରଶାସନିକ ବାବୁରୁ ନେତା ବନିଥିବା ବିଜୟ ପଟ୍ଟନାୟକଙ୍କୁ ନେଇ ଯେତିକି ଚର୍ଚ୍ଚା ତାଠୁ ଅଧିକ ତାଙ୍କ ବୟାନକୁ ନେଇ । ତେବେ ବିଜୟ ପଟ୍ଟନାୟକ ରାଜ୍ୟ ସରକାର,…

ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର(ଆମ ଟିଭି): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ମହାମହିମ ରାଷ୍ଟ୍ରପତି । ଆଜି ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ଦ୍ୱିତୀୟ ଦିନ । ଆଜି ରାଷ୍ଟ୍ରପତି ଦ୍ରୌପଦୀ…